ରିଲିଜ୍ ହେଲା ‘ୱେଲକମ୍ ଟୁ କରାଚି’ର ପୋଷ୍ଟର୍

ଅର୍ସଦ ୱାରିସ ଓ ଜ୍ୟାକି ଭଗନାନିଙ୍କ ଅପକମିଂ ଫିଲ୍ମ ହେଉଛି ‘ୱେଲକମ୍ ଟୁ କରାଚି’ । ଇତିମଧ୍ୟରେ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଯାଇଛି । ପୋଷ୍ଟରରେ ଦେଖିବାକୁ ମିଳିଛି ଯେ ଉଭୟ ଅର୍ସଦ ଓ ଜ୍ୟାକି କୌଣସି ଏକ ବିପଦରେ ପଡ଼ିଯାଇଛନ୍ତି । ଏ ଦୁହିଁଙ୍କ ଆଡ଼କୁ ମୁହଁ କରିଛି ଏକାଧିକ ବନ୍ଧୁକ ।

‘ୱେଲକମ୍ ଟୁ କରାଚି’ ହେଉଛି ଦୁଇ ଜଣ ଭାରତୀୟଙ୍କ କାହାଣୀ ଯେଉଁମାନେ ଭୁଲରେ କରାଚିରେ ପହଞ୍ଚି ଯାଇଛନ୍ତି । ପୋଷ୍ଟର ରିଲିଜ୍ ଅବସରରେ ଜ୍ୟାକି ଭଗନାନି କହିଥିଲେ ଯେ ପୋଷ୍ଟର ଅନେକଙ୍କୁ ବହୁତ ଭଲ ଲାଗିଛି । ଭଲ ରେସପନସ୍ ଆସୁଛି । ଫିଲ୍ମଟି ଆସନ୍ତା ମେ’୨୧ରେ ରିଲିଜ୍ ହେବ ।

ଆହୁରି ପଢ଼ନ୍ତୁ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

‘ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ସର୍ବଦା ଅଭିନେତ୍ରୀଙ୍କ ଆଧିପତ୍ୟ ରହିଆସିଛି’

ଡ୍ରଗ୍ସ ଲିଙ୍କ୍‌: ଖାଲି ବଲିଉଡ୍ ନୁହେଁ, ଏନ୍‌ସିବି ରାଡାର୍‌ରେ ଅଛନ୍ତି ଟେଲି କଳାକାର

କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ

ପରଲୋକରେ ବଲିଉଡ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମାୟାନଗରୀର ଡ୍ରଗ୍ସ ଜାଲ: ବଲିଉଡ୍ ମସ୍ତାନୀଙ୍କୁ ହେଲା ସମନ୍

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ

ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍