୨୫ରେ ‘ରଇସ୍‌’ ସହ ‘ବାହୁବଲୀ-୨’ର ରିଲିଜ୍‌ ହେବ ଟିଜର

ମୁମ୍ବାଇ: ‘ବାହୁବଲୀ ୨’କୁ ଦେଖିବା ପାଇଁ ସିନେ ପ୍ରେମୀ ବହୁତ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଖବର ଅନୁଯାୟୀ ‘ବାହୁବଲୀ-୨’ର ସୁଟିଂ ଶେଷ ହୋଇଯାଇଛି।  ଜାନୁଆରୀ ୨୫ରେ ଶାହାରୁଖଙ୍କ  ଫିଲ୍ମ ‘ରଇସ୍‌’ର ଟିଜର ସହ ‘ବାହୁବଲୀ-୨’ର ଟିଜର ରିଲିଜ୍‌ ହେବ। ‘ରଇସ୍‌’ର ଟିଜର ସହ ‘ବାହୁବଲୀ-୨’ର ଟିଜରକୁ ଏକକାଳୀନ ଦେଖିପାରିବେ ସିନେ ପ୍ରେମୀ।

ଆସନ୍ତା ଏପ୍ରିଲ ୨୮ରେ ‘ବାହୁବଲୀ-୨’ ରିଲିଜ୍ ହୋଇପାରେ।