କାନ୍ସରେ ଏକାଠି ଦେଖାଯିବେନି କ୍ରାଟିନା,ଐଶ ଓ ସୋନମ୍

 ମମ୍ବାଇ : ୬୮ତମ ଆନୁଆଲ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗନେଇଛନ୍ତି ବଲିଉଡର ଗ୍ଲାମର ମଡେଲ ତଥା ଗ୍ରଜିଏସ୍ ଆକ୍ଟ୍ରେସ କାଟ୍ରିନା କୈଫ, ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ସୋନମ କପୁର । ଏହି ତିନି ଜଣ ଲିଡିଙ୍ଗ ଲେଡିଙ୍କୁ ଏକାଠି ରେଡ କାର୍ପେଟରେ ଦେଖିବାକୁ ମିଳିବନି । ଭିନ୍ନ ଭିନ୍ନ ଦିନରେ ଦେଖିବାକୁ ମିଳିବେ ଏହି ତିନି ସୁନ୍ଦରୀ । କାଟ୍ରିନା ୧୩ ଏବଂ ୧୪ ମେ’ରେ ପ୍ରଥମ ଥର ରେଡ୍ କାର୍ପେଟରେ ଡେବ୍ୟୁ କରୁଥିବାବେଳେ ୧୬ ଏବଂ ୧୮ ତାରିଖରେ ଦେଖାଦେବେ ଗ୍ଲାମର ଡିଭା ସୋନମ କପୁର । ବଚ୍ଚନ ଖାନଦାନର ବୋହୁ ଐଶର୍ଯ୍ୟା ରାୟ ବଚ୍ଚନଙ୍କୁ ରେଡ୍ କାର୍ପେଟରେ ଦେଖିବାକୁ ମିଳିବ ୧୭ଏବଂ୨୦ ତାରିଖରେ । ୨୧ମେ’ରେ ଐଶ ରାଣୀ ନିଜର ହବିଙ୍କ ସହ ଯୋଗଦେବେ ଆନୁଆଲ ଆମେରିକାନ୍ ଫାଉଣ୍ଡେସନ୍ ଏଡସ୍ ରିସର୍ଚ ଚାରିଟି ଗାଲା ଇଭେଣ୍ଟରେ।

ଆହୁରି ପଢ଼ନ୍ତୁ

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ସୁଶାନ୍ତଙ୍କ ଏଭଳି ଭିଡିଓ ଶେୟାର କଲେ ଫ୍ୟାନ୍, ଅଙ୍କିତା କହିଲେ ଡିଲିଟ୍ କର

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ