‘ଏୟାରଲିଫ୍ଟ’ର ପ୍ରମୋସନ ପାଇଁ ଭିକେ ସିଂହଙ୍କୁ ଭେଟିଲେ ଅକ୍ଷୟ କୁମାର

ମୁମ୍ବାଇ: ଆସନ୍ତା ସପ୍ତାହରେ ବି-ଟାଉନକୁ ଆସିବ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ୱାର ଓ ଥ୍ରୀଲର ଫିଲ୍ମ ‘ଏୟାରଲିଫ୍ଟ’। ୧୯୯୦ରେ ଇରାକ୍-କୁଏତ ଯୁଦ୍ଧରେ କୁଏତରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମର  ପ୍ରମୋସନ ପାଇଁ ସେ ସୋମବାର ପୂର୍ବତନ ସେନାମୁଖ୍ୟ ଭିକେ ସିଂହକୁ ସାକ୍ଷାତ କରିଥିଲେ। ଗତବର୍ଷ ଏପ୍ରିଲ ମାସରେ ପୂର୍ବତନ ସେନାମୁଖ୍ୟ ଭି.କେ ସିଂହଙ୍କ ତତ୍ତ୍ୱବଧାନରେ ‘ଅପରେସନ ରାହାତ’ ମାଧ୍ୟମରେ ୟେମନରୁ ୫୬୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଫିଲ୍ମ ପ୍ରମୋସନ ପାଇଁ ଅକ୍ଷୟ କେନ୍ଦ୍ର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ସିଂହଙ୍କୁ ଭେଟିବା ସହ କରମର୍ଦ୍ଦନ କରିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଫିଲ୍ମ ପ୍ରମୋସନ ପାଇଁ ବହୁ ସହରକୁ ସହର ବୁଲୁଛନ୍ତି ଅକ୍ଷୟକୁମାର। ଏହି ଫିଲ୍ମକୁ ରାଜା କ୍ରୀଷ୍ଣା ମେନନ୍ ନିର୍ଦ୍ଦେଶନା ଦେଉଥିବା ବେଳେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଓ ନିମ୍ରାତ କୌର ରହିଛନ୍ତି।

ଆହୁରି ପଢ଼ନ୍ତୁ

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍

ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର୍

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌

ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍