ସନ୍ନି ଲିଓନିଙ୍କୁ ଗିରଫ ଦାବି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି। ନିକଟରେ ରିଲିଜ ହୋଇଥିବା ତାଙ୍କ ଗୀତ ‘ ମଧୁବନ ମେଁ ରାଧିକା ନାଚେ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭିଡିଓରେ ସନ୍ନିଙ୍କ ବୋଲ୍ଡ ଡ୍ୟାନ୍ସକୁ ନେଇ ଆପତ୍ତି ଉଠାଇଛନ୍ତି ଲୋକେ। ଏହାରି ଭିତରେ ସୋଶାଲ ମିଡିଆରେ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ଜୋର ଧରିଛି। ହିନ୍ଦୁମାନଙ୍କ ଭାବନାକୁ ସେ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ପାଇଁ ୟୁଜର୍ସମାନେ ଦାବି କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମରେ […]

Sunny leone

Sunny leone

Madhupriya Mistry
  • Published: Monday, 27 December 2021
  • Updated: 27 December 2021, 01:39 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି। ନିକଟରେ ରିଲିଜ ହୋଇଥିବା ତାଙ୍କ ଗୀତ ' ମଧୁବନ ମେଁ ରାଧିକା ନାଚେ'କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭିଡିଓରେ ସନ୍ନିଙ୍କ ବୋଲ୍ଡ ଡ୍ୟାନ୍ସକୁ ନେଇ ଆପତ୍ତି ଉଠାଇଛନ୍ତି ଲୋକେ। ଏହାରି ଭିତରେ ସୋଶାଲ ମିଡିଆରେ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ଜୋର ଧରିଛି। ହିନ୍ଦୁମାନଙ୍କ ଭାବନାକୁ ସେ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିବା ପାଇଁ ୟୁଜର୍ସମାନେ ଦାବି କରିଛନ୍ତି।

ସୋଶାଲ ମିଡିଆ ପ୍ଲାଟଫର୍ମରେ ଏବେ #Arrest Sunny Leone ଟ୍ରେଣ୍ଡ କରୁଛି। ଏଥିସହ ରିଆଲିଟି ଶୋ' ବିଗ୍‌ ବସ୍‌କୁ ହୋଷ୍ଟ କରୁଥିବା ସଲମାନ ଖାନ୍‌ଙ୍କୁ ନେଇ ମଧ୍ୟ ଲୋକେ ଭଡକି ଯାଇଛନ୍ତି। ବିଗ୍ ବସ୍ ମଞ୍ଚରୁ ଏହି ଗୀତର ପ୍ରମୋସନ କରାଯାଇଥିବା ପାଇଁ ୟୁଜର୍ସମାନେ ସଲମାନ ଖାନଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି। ସଲମାନଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

https://twitter.com/Sushantify/status/1475306499060625412?s=20

ଜଣେ ୟୁଜର୍ସ ଲେଖିଛନ୍ତି, 'ସନ୍ନି ଲିଓନ ସନାତନ ଧର୍ମକୁ ଅପମାନିତ କରିଛନ୍ତି। ଏହି ଗୀତ ମାଧ୍ୟମରେ ରାଧାଙ୍କ ଛବିକୁ ବିଗାଡିବାକୁ ଚେଷ୍ଟା କରାଯାଇଛି। ସନ୍ନି ଲିଓନଙ୍କ ସମେତ ଏହି ଗୀତ ସହ ଜଡିତ ସମସ୍ତ ଲୋକଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। ଏଥି ସହିତ ଅନ୍ୟ ଜଣେ ୟୁଜର୍ସ ଟ୍ୱିଟ୍ କରି ଲେଖିଛନ୍ତି, 'ହିନ୍ଦୁମାନଙ୍କ ଭାବନା ପ୍ରତି କ୍ରମାଗତ ଭାବରେ ଖେଳାଯାଉଛି। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏହି ଆଇଟମ୍ ଗୀତକୁ ବ୍ୟାନ୍‌ କରାଯିବ ଉଚିତ୍।

ଏହାପୂର୍ବରୁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ମଧ୍ୟ ଏହି ଗୀତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।  ସନ୍ନି ଲିଓନି ଓ ସଙ୍ଗୀତ ନିର୍ଦ୍ଦେଶକ ଶାକିବଙ୍କୁ କଡା ଚେତାବନୀ ଦେଇଥିଲେ। ଗୀତର ଲିରିକ୍ସ ବଦଳାଇବା ସହ ୭୨ ଘଣ୍ଟାରେ ଏହି ଭିଡିଓକୁ ହଟାଇବା ପାଇଁ ସେ ଦାବି କରିଥିଲେ। ଯଦି ଏହା ନ କରାଯାଏ ତେବେ ସେ ସନ୍ନିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ।

ସୂଚନା ମୁତାବକ, ୨୨ ଡିସେମ୍ବରରେ ସାରେଗାମା ମ୍ୟୁଜିକ ସନ୍ନି ଲିଓନି ଅଭିନୀତ ଏହି ଆଇଟମ୍‌ ଗୀତକୁ ରିଲିଜ କରିଥିଲା। ଏହାକୁ କନିକା କପୁର ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି। ଏହି ଗୀତଟି ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ତେବେ ଏହି ଗୀତଟିକୁ ଆଇଟମ୍‌ ଗୀତ ରୂପେ ପରିବେଷଣ କରାଯାଇଥିବାକୁ ନେଇ ଲୋକେ କଡା ବିରୋଧ କରିଛନ୍ତି।

https://twitter.com/BastiaLipsa/status/1475339613094903809?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story