ମୁମ୍ବାଇ: ଶୁଣିବାକୁ ମିଳୁଛି କିଛିଦିନ ପୂର୍ବରୁ ଜନ୍ମ ହୋଇଥିବା କରିନା କପୁର ଓ ସୈଫଲ୍ଲୀ ଖାନ୍ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ବୁଲିବାକୁ ଯିବେ। ଶୀଘ୍ର ତୈମୁର ନିଜ ମମ୍-ପାପାଙ୍କ ସହ ୟୁରୋପ ଟୁରରେ ଯାଉଛନ୍ତି।
ଏକ ଇଂରାଜୀ ୱେବସାଇଟ୍ ଖବର ଅନୁସାରେ ସେଫ ଫିଲ୍ମ ସୁଟିଂ ପାଇଁ ୟୁରୋପ ଯିବେ। ନିଜ ପରିବାରକୁ ଅଧିକ ସମୟ ଦେବାକୁ ସେ କରିନା ଓ ତୈମୁରକୁ ମଧ୍ୟ ସାଙ୍ଗରେ ନେବାକୁ ସ୍ଥିର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।