କଫି ୱିଥ୍‌ କରନ୍‌ ଶୋ’ରେ ନଜର ଆସିବେ ସଲମାନ ଓ ତାଙ୍କ ଦୁଇ ଭାଇ

ମୁମ୍ବାଇ: ‘କଫି ୱିଥ୍‌ କରନ୍‌’ ଶୋ’ର ଆଗାମୀ ଅଧ୍ୟାୟରେ ସଲମାନ ତାଙ୍କର ଦୁଇ ଭାଇ ଅରୱାଜ ଓ ସୋହେଲଙ୍କ ସହ ନଜର ଆସିବେ। ଖବର ମୁତାବକ ତିନି ଭାଇ ଶୋରେ ସେମାନଙ୍କ ଭିତରେ ବହୁତ କିଛି ଲୁଚି ରହିଥିବା ଖବର ସେୟାର କରିବାର ଦେଖାଯିବେ। ତିନି ଭାଇ କିପରି ନିଜର ଅଣ୍ଡରୱିୟର ଅଦଳବଦଳ କରି ପିନ୍ଧିଥାନ୍ତି ସେ କଥା ଶୋରେ କରନ୍‌ଙ୍କ ସହ ସେୟାର କରିଛନ୍ତି ସଲମାନ। ଅନ୍ୟପଟେ ସୋହେଲ ଘରକୁ ଆସୁଥିବା ଝିଅମାନେ ଗାୟବ ହୋଇ […]

salman-karan-show

salman-karan-show

Rakesh Mallick
  • Published: Monday, 05 December 2016
  • Updated: 05 December 2016, 05:25 PM IST

Sports

Latest News

ମୁମ୍ବାଇ: ‘କଫି ୱିଥ୍‌ କରନ୍‌’ ଶୋ’ର ଆଗାମୀ ଅଧ୍ୟାୟରେ ସଲମାନ ତାଙ୍କର ଦୁଇ ଭାଇ ଅରୱାଜ ଓ ସୋହେଲଙ୍କ ସହ ନଜର ଆସିବେ। ଖବର ମୁତାବକ ତିନି ଭାଇ ଶୋରେ ସେମାନଙ୍କ ଭିତରେ ବହୁତ କିଛି ଲୁଚି ରହିଥିବା ଖବର ସେୟାର କରିବାର ଦେଖାଯିବେ।

ତିନି ଭାଇ କିପରି ନିଜର ଅଣ୍ଡରୱିୟର ଅଦଳବଦଳ କରି ପିନ୍ଧିଥାନ୍ତି ସେ କଥା ଶୋରେ କରନ୍‌ଙ୍କ ସହ ସେୟାର କରିଛନ୍ତି ସଲମାନ। ଅନ୍ୟପଟେ ସୋହେଲ ଘରକୁ ଆସୁଥିବା ଝିଅମାନେ ଗାୟବ ହୋଇ ଅରୱାଜଙ୍କ ରୁମ୍‌କୁ ଚାଲିଯାଉଥିବାରୁ, ଅରୱାଜଙ୍କ ରୁମ୍‌କୁ ବରମୁଡ଼ା ଟ୍ରାଏଙ୍ଗଲ ବୋଲି କହିଛନ୍ତି।

କେବଳ ସେତିକି ନୁହେଁ ସଲମାନ ନିଜ ରିଲେସନସିପ୍‌ରେ କେବେ ଠିକ୍‌ ଭାବେ ରହିପାରି ନାହାନ୍ତି ବୋଲି ଶୋରେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos