ଦଙ୍ଗଲର ‘ଧଡ଼କ ହେ ଧଡ଼କ ହେ’ରେ ଆମୀରଙ୍କ ରକିଂ ଅବତାର

ମୁମ୍ବାଇ: ଦଙ୍ଗଲର ‘ଧଡ଼କ ହେ…ଧଡ଼କ ହେ’ ଗୀତରେ ଆମୀରଙ୍କ ରକିଂ ଅବତାର ଦେଖିବାକୁ ମିଳିଛି। ଗୀତରେ ଆମୀର ମହିଳା ପହିଲମାନଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଗୀତଟି ଫିଲ୍ମର ଅଂଶୀଦାର ହେବ ନାହିଁ। ଫିଲ୍ମଟି ଡିସେମ୍ବର ୨୩ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର କାହାଣୀ ହରିୟାଣାର ପହିଲମାନ ମହାବୀର ସିଂ ଫୋଗଟ୍‌ଙ୍କ ବାସ୍ତବିକ ଜୀବନୀକୁ ନେଇ ନିର୍ମାଣ କରାଯାଇଛି। କିଛିଦିନ ର୍ପୂବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଥିଲା ଯାହା ଲୋକମାନଙ୍କୁ ଖୁବ୍‌ ପସନ୍ଦ ମଧ୍ୟ […]

amir_khan

amir_khan

Rakesh Mallick
  • Published: Monday, 19 December 2016
  • Updated: 19 December 2016, 05:42 PM IST

Sports

Latest News

ମୁମ୍ବାଇ: ଦଙ୍ଗଲର ‘ଧଡ଼କ ହେ...ଧଡ଼କ ହେ’ ଗୀତରେ ଆମୀରଙ୍କ ରକିଂ ଅବତାର ଦେଖିବାକୁ ମିଳିଛି। ଗୀତରେ ଆମୀର ମହିଳା ପହିଲମାନଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଗୀତଟି ଫିଲ୍ମର ଅଂଶୀଦାର ହେବ ନାହିଁ।

ଫିଲ୍ମଟି ଡିସେମ୍ବର ୨୩ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର କାହାଣୀ ହରିୟାଣାର ପହିଲମାନ ମହାବୀର ସିଂ ଫୋଗଟ୍‌ଙ୍କ ବାସ୍ତବିକ ଜୀବନୀକୁ ନେଇ ନିର୍ମାଣ କରାଯାଇଛି। କିଛିଦିନ ର୍ପୂବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଥିଲା ଯାହା ଲୋକମାନଙ୍କୁ ଖୁବ୍‌ ପସନ୍ଦ ମଧ୍ୟ ଆସିଥିଲା। ଉତ୍ତରପ୍ରଦେଶରେ ଦଙ୍ଗଲକୁ ଟ୍ୟାକ୍ସ ମୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story