ରାତିରେ ସାଇକେଲ ଚଳାଇ କେଉଁଠି ବୁଲୁଛନ୍ତି ଦୀପିକା?

ନ୍ୟୁୟର୍କ: ନୂଆ ଅବତାରରେ ଦେଖାଦେଲେ ବଲିଉଡର ଟପ୍‌ ହିରୋଇନ ଦୀପିକା ପାଦୁକୋନ। ଏଥର କୌଣସି ଗର୍ଜିଅସ ଡ୍ରେସ, ମେକଅପ୍‌ ନାହିଁ କି ଲକଜୁରିୟସ୍‌ ଗାଡ଼ି ନାହିଁ। ନର୍ମାଲ ଲୁକ୍‌ରେ ନ୍ୟୁୟର୍କ ରାସ୍ତାରେ ଏକ ଥଣ୍ଡା ରାତିରେ ସାଇକେଲିଂ କରୁଥିବାର ନଜର ଆସିଛନ୍ତି ଦୀପିକା।  ଆଉ ଖୁବ୍‌ ଖୁସି ବି ନଜର ଆସୁଛନ୍ତି।  ଏହାର ଭିଡ଼ିଓ ଭାଇରାଲ ହେବା ପରେ ଦୀପିକାଙ୍କ ଫ୍ୟାନ୍ସ ବି ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି। ମେଟ ଗାଲା ଫଙ୍କସନ୍‌ରେ ଯୋଗ ଦେବାକୁ ନ୍ୟୁୟର୍କ […]

diipika-1...

diipika-1...

Niharika Rout
  • Published: Tuesday, 21 May 2019
  • Updated: 21 May 2019, 12:57 PM IST

Sports

Latest News

ନ୍ୟୁୟର୍କ: ନୂଆ ଅବତାରରେ ଦେଖାଦେଲେ ବଲିଉଡର ଟପ୍‌ ହିରୋଇନ ଦୀପିକା ପାଦୁକୋନ। ଏଥର କୌଣସି ଗର୍ଜିଅସ ଡ୍ରେସ, ମେକଅପ୍‌ ନାହିଁ କି ଲକଜୁରିୟସ୍‌ ଗାଡ଼ି ନାହିଁ। ନର୍ମାଲ ଲୁକ୍‌ରେ ନ୍ୟୁୟର୍କ ରାସ୍ତାରେ ଏକ ଥଣ୍ଡା ରାତିରେ ସାଇକେଲିଂ କରୁଥିବାର ନଜର ଆସିଛନ୍ତି ଦୀପିକା।  ଆଉ ଖୁବ୍‌ ଖୁସି ବି ନଜର ଆସୁଛନ୍ତି।  ଏହାର ଭିଡ଼ିଓ ଭାଇରାଲ ହେବା ପରେ ଦୀପିକାଙ୍କ ଫ୍ୟାନ୍ସ ବି ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି।

ମେଟ ଗାଲା ଫଙ୍କସନ୍‌ରେ ଯୋଗ ଦେବାକୁ ନ୍ୟୁୟର୍କ ଯାଇଥିବା ବେଳେ ଦୀପିକା ଏଠାକାର ସଡ଼କରେ ମସ୍ତି କରୁଥିବାର ଭିଡ଼ିଓ ଭାଇରାଲ ହୋଇଛି।  ମେଟ୍‌ ଗାଲା ପରେ କାନ୍‌ରେ ଯୋଗ ଦେଇ ନିଜ ଗ୍ଲାମରସ୍‌ ଲୁକ୍‌ ପାଇଁ ଚର୍ଚ୍ଚା ସାଉଣ୍ଟିଛନ୍ତି ଦୀପିକା।

କୁହାଯାଏ ସମୟ ଥରେ ଚାଲିଗଲେ ଆଉ ଫେରି ନ ଥାଏ। ତେଣୁ ଏହାକୁ ମନଭରି ଉପଭୋଗ କରିବା ଦରକାର।  ଆଉ କଥା ଯେତେବେଳେ ସେଲିବ୍ରିଟିଙ୍କର ଆସେ ତା ହେଲେ କଥା ସରିଲା। ନିଜ ପପୁଲାରିଟି, ପବ୍ଲିକ ଇମେଜ, ପୋଜିସନ୍‌କୁ ଦେଖି ସେମାନେ ନିଜ ପ୍ରକୃତ ସ୍ୱଭାବ ଭୁଲିଯାଆନ୍ତି। କିନ୍ତୁ ମଉକା ପାଇଲେ, ସେମାନେ ମଧ୍ୟ ନିଜ ଜୀବନ ଖୁଲମଖୁଲା ବଞ୍ଚିଥାନ୍ତି। ଯାହାକି ଦେଖିବାକୁ ମିଳିଛି ଦୀପିକାଙ୍କ କ୍ଷେତ୍ରରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story