ହଲିଉଡ ଫିଲ୍ମ ପାଇଁ ଦୀପିକାଙ୍କ ପ୍ରସ୍ତୁତି

ମୁମ୍ବାଇ: ଡିମ୍ପଲ୍ ଗାର୍ଲ ଦୀପିକା ପଦୁକୋନ୍ ନିଜ ହଲିଉଡ ଡେବ୍ୟୁ ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି । ପରଫେକ୍ଟ ବଡିର ସେପ୍ ପାଇବା ପାଇଁ ସେ କରୁଛନ୍ତି ୱାର୍କଆଉଟ୍। ଦୀପିକାଙ୍କ ଜିମ୍ ଟ୍ରେନର୍ ଏକ ଭିଡିଓକୁ ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି। ଫେବ୍ରୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ତାଙ୍କର ସୁଟିଂ କାର୍ଯ୍ୟ। ମେଗା ଷ୍ଟାର୍ ଭିନ୍ ଡିଜେଲଙ୍କ ସହ ଟ୍ରିପଲ୍ ଏକ୍ସରେ ସେ ନଜରକୁ ଆସିବେ ନଜର।