କାନୁନ କା ହାତ ଲମ୍ବେ ହୋତେ ହେଁ: ଅକ୍ଷୟ

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଅପ୍‌ପମିଂ ଫିଲ୍ ‘ଜଲି ଏଲ୍‌ଏଲ୍‌ବି-୨’ର ପ୍ରମୋଶନ ନୂଆ ଅନ୍ଦାଜରେ କରୁଛନ୍ତି। ଆଜି ‘ଜଲି ଏଲ୍‌ଏଲ୍‌ବି-୨’ର ଟ୍ରେଲର ରିଲିଜ ଅବସରରେ ଅକ୍ଷୟ ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ନିଜ ପ୍ରଶଂସକଙ୍କୁ ‘କାନୁନ କା ହାତ ଲମ୍ବେ ହୋତେ ହେଁ’ କହୁଥିବା ନଜରକୁ ଆସିଛନ୍ତି। ଭିଡିଓରେ ଅକ୍ଷୟ ନିଜ ପ୍ରଶଂସକଙ୍କୁ ନୂଆ ବର୍ଷରେ ମଦ ପିଇ ଗାଡି ନ ଚଲାଇବାକୁ ପରାମର୍ଶ ଦେଉଛନ୍ତି। ସେ କହିଛନ୍ତି,“ଯିଏ ଡ୍ରିଙ୍କ ଆଣ୍ଡ […]

akhya

akhya

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 04:18 PM IST

Sports

Latest News

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଅପ୍‌ପମିଂ ଫିଲ୍ ‘ଜଲି ଏଲ୍‌ଏଲ୍‌ବି-୨’ର ପ୍ରମୋଶନ ନୂଆ ଅନ୍ଦାଜରେ କରୁଛନ୍ତି। ଆଜି ‘ଜଲି ଏଲ୍‌ଏଲ୍‌ବି-୨’ର ଟ୍ରେଲର ରିଲିଜ ଅବସରରେ ଅକ୍ଷୟ ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ନିଜ ପ୍ରଶଂସକଙ୍କୁ ‘କାନୁନ କା ହାତ ଲମ୍ବେ ହୋତେ ହେଁ’ କହୁଥିବା ନଜରକୁ ଆସିଛନ୍ତି।

ଭିଡିଓରେ ଅକ୍ଷୟ ନିଜ ପ୍ରଶଂସକଙ୍କୁ ନୂଆ ବର୍ଷରେ ମଦ ପିଇ ଗାଡି ନ ଚଲାଇବାକୁ ପରାମର୍ଶ ଦେଉଛନ୍ତି। ସେ କହିଛନ୍ତି,“ଯିଏ ଡ୍ରିଙ୍କ ଆଣ୍ଡ ଡ୍ରାଇଭ କରିବ ସେ ଆଇନ ଆଖିରୁ ବଞ୍ଚି ପାରିବ ନାହିଁ।

‘ଜଲି ଏଲ୍‌ଏଲ୍‌ବି-୨’ ୨୦୧୭ ଫେବୃଆରୀ ୧୦ ତାରିଖରେ ରିଲିଜ ହେବ। ଏଥିରେ ଅକ୍ଷୟ କୁମାର ଜଣେ ଓକିଲ (ଜଗଦୀଶ ମିଶ୍ରା) ଭୁମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍‌କୁ ନେଇ ବହୁତ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story