କ୍ୟାଟ୍-ରଣବୀର ବ୍ରେକ୍‌ଅପ୍ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଲଭରବାର୍ଡ କ୍ୟାଟ୍ରିନା କୈଫ୍ ଓ ରଣବୀର କାପୁର ମଧ୍ୟରେ ନିକଟରେ ବ୍ରେକ୍ ଅଫ୍ ହୋଇଛି। ଏ ନେଇ ମାୟାନଗରୀରେ ଚର୍ଚ୍ଚା ଜୋର ଧରିଛି। ଏପର୍ଯ୍ୟନ୍ତ ଏହି କଥାକୁ ଏମାନଙ୍କ ମଧ୍ୟରୁ କେହି ସ୍ପଷ୍ଟ କରି ନାହାଁନ୍ତି। ଏ ନେଇ ସେମାନଙ୍କ କ୍ଲୋଜ୍ ଫ୍ରେଣ୍ଡ ଓ ସଂପର୍କିୟଙ୍କ ଠାରୁ ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ରଣବୀରଙ୍କ ସହ ବ୍ରେକଅପ୍ ପୂର୍ବରୁ କ୍ୟାଟ୍ରିନା ସଲମାନଙ୍କୁ ଦେଖା କରିବା ନେଇ ଚର୍ଚା ହେଉଛି। ଏକଥା ସେ କୁଆଡେ ସଲମାନଙ୍କ ସହ ସେୟାର କରିଛନ୍ତି। ନିକଟରେ କ୍ୟାଟ୍ରିନା ଓ କପୁର ଫ୍ୟାମିଲି ସହ କ୍ରିସମାସ୍ ସେଲିବ୍ରେଟ୍ କରିଥିଲେ। ଯାହାକୁ ନେଇ ଲାଗୁଥିଲା ଦୁଇଜଣ ଖୁବଶୀଘ୍ର ବାହା ହେବେ ବୋଲି। କିନ୍ତୁ ଏବେ ଅଲଗା କଥା ଶୁଣିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା