ଏହି ଅଭିନେତ୍ରୀ ନିଜ ପରିସ୍ରା ପିଇବାକୁ ଖୁବ୍‌ ପସନ୍ଦ କରନ୍ତି: ଜାଣନ୍ତୁ କେଉଁ ଷ୍ଟାରଙ୍କର କ’ଣ ରହିଛି ବଦଭ୍ୟାସ

ମୁମ୍ବାଇ:  ପ୍ରତ୍ୟେକ ମଣିଷର କିଛି କିଛି ଅଭ୍ୟାସ ଥାଏ। କାହାର ଅଭ୍ୟାସ ଭଲ ହୋଇଥାଏ ତ କାହାର ଖରାପ। ବଲିଉଡ୍‌ ଓ ହଲିଉଡ୍‌ କଳାକାରମାନେ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ଆଜି ଆମେ କିଛି ଷ୍ଟାରଙ୍କ ଏମିତି କିଛି ଅଭ୍ୟାସ ବିଷୟରେ କହିବୁ ଯାହାକୁ ପଢ଼ି ଆପଣମାନେ ନାକ ଟେକି ପାରନ୍ତି ଓ ଭାବି ପାରନ୍ତି ପରଦାରେ ଏତେ ସୁନ୍ଦର ଦେଖାଯାଉଥିବା ହିରୋ,ହିରୋଇନ୍‌ମାନେ ଏତେ ‘ପଚରା’। ମେଗନ ଫୋକ୍ସ: ଏକ ମାଗାଜିନ୍‌କୁ ଦେଇଥିବା ସାକ୍ଷତକାରରେ ମେଗନ […]

feature-1

feature-1

Rakesh Mallick
  • Published: Friday, 23 February 2018
  • Updated: 23 February 2018, 07:10 PM IST

Sports

Latest News

ମୁମ୍ବାଇ:  ପ୍ରତ୍ୟେକ ମଣିଷର କିଛି କିଛି ଅଭ୍ୟାସ ଥାଏ। କାହାର ଅଭ୍ୟାସ ଭଲ ହୋଇଥାଏ ତ କାହାର ଖରାପ। ବଲିଉଡ୍‌ ଓ ହଲିଉଡ୍‌ କଳାକାରମାନେ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ଆଜି ଆମେ କିଛି ଷ୍ଟାରଙ୍କ ଏମିତି କିଛି ଅଭ୍ୟାସ ବିଷୟରେ କହିବୁ ଯାହାକୁ ପଢ଼ି ଆପଣମାନେ ନାକ ଟେକି ପାରନ୍ତି ଓ ଭାବି ପାରନ୍ତି ପରଦାରେ ଏତେ ସୁନ୍ଦର ଦେଖାଯାଉଥିବା ହିରୋ,ହିରୋଇନ୍‌ମାନେ ଏତେ ‘ପଚରା’।

ମେଗନ ଫୋକ୍ସ: ଏକ ମାଗାଜିନ୍‌କୁ ଦେଇଥିବା ସାକ୍ଷତକାରରେ ମେଗନ ନିଜେ କହିଥିଲେ ସେ ଖୁବ୍‌ ଅପରିଷ୍କାର। ସେ ନିଜ ସହ ନିଜ ସାଙ୍ଗମାନଙ୍କ ଟୟଲେଟ୍‌ ମଧ୍ୟ ଖୁବ୍‌ ଅସନା କରିଦିଅନ୍ତି। ଏଥିପାଇଁ ତାଙ୍କ ସାଙ୍ଗମାନେ ମଧ୍ୟ ଖୁବ୍‌ ଚିଡ଼ନ୍ତି।

ସୁସ୍ମିତା ସେନ୍‌: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ଖୋଲା ଜାଗାରେ ଗାଧୋଇବାକୁ ଖୁବ୍‌ ପସନ୍ଦ କରନ୍ତି। ନିଜର ଏହି ସଉକକୁ ପୂରା କରିବା ପାଇଁ ସେ ତାଙ୍କ ଘରର ଛାତ ଉପରେ ଏକ ଗାଧୁଆ ଟପ୍‌ ତିଆରି କରିଛନ୍ତି। ଏହା ଛଡା ସାପକୁ ବି ସେ ଖୁବ୍‌ ଭଲ ପାଆନ୍ତି। କୁହାଯାଏ ତାଙ୍କ ଘରେ ସାପ ଖୋଜିଲେ ବି ମିଳିଯାଇପାରେ।

ଜିତେନ୍ଦ୍ର: ଜିତେନ୍ଦ୍ର ନିଜ ଟୟଲେଟ୍‌କୁ ପିଜୁଳି ନେଇ ଯାଆନ୍ତି। ଆମେ ସମସ୍ତେ ଜାଣିଛେ ପିଜୁଳି ପେଟ ସଫା କରେ। ସେଥିପାଇଁ ସେ ଯେତେବେଳେ ଟୟଲେଟ୍‌ ଯାଆନ୍ତି ପିଜୁଳିଟିଏ ସାଙ୍ଗରେ ନେଇ ଯାଆନ୍ତି।

କେଶା: ଆମେରିକାର ସିଙ୍ଗର ଓ ଗୀତିକାର କେଶାଙ୍କର ପରିସ୍ରା  ପିଇବାର ଅଭ୍ୟାସ ଅଛି। ଶୁଣିଲେ ଖୁବ୍‌ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ପୂରା ସତ। କେଶା ନିଜେ ଏହି କଥାକୁ ସ୍ୱୀକାର କରିଛନ୍ତି। ସେ ନିଜ ପରିସ୍ରା ପିଅନ୍ତି।

ଜନି ଡେପ୍‌: ହଲିଉଡ୍‌ ସୁପରଷ୍ଟାର କ୍ୟାପ୍‌ଟେନ୍‌ ଜାକ୍‌ ସ୍ପୋରୀ ବା ଜନି ଡେପ୍‌ ପୋଷାକ ବଦଳାଇବାକୁ ଭଲ ପାଆନ୍ତି ନାହିଁ। ଅନେକ ସମୟରେ ସେ ସପ୍ତାହ ସପ୍ତାହ ଧରି ଗୋଟିଏ ପୋଷାକ ପିନ୍ଧିଥାନ୍ତି। ଏମିତିକି ତାକୁ ପିନ୍ଧି ସେ କାମକୁ ପଳାନ୍ତି।

ବ୍ରିଟ୍‌ନି ସ୍ପିୟର୍ସ: ବ୍ରିଟ୍‌ନିଙ୍କୁ ଅପରିଷ୍କାର ସ୍ଥାନରେ ରହିବାରେ କୌଣସି ଅସୁବିଧା ନାହିଁ। ତାଙ୍କ ପୋଷାକ, ଗାଧୁଆ ଘର, ବେଡ୍‌ରୁମ୍‌ ସବୁ  ଅପରିଷ୍କାର ହୋଇ ପଡ଼ିଥାଏ। ଏହା ଛଡ଼ା ସେ ବ୍ରସ୍‌ କରିବାକୁ ବି ଆଦୌ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ତାଙ୍କ ମୁହଁରୁ ସବୁ ବେଳେ ଦୁର୍ଗନ୍ଧ ବାହାରିଥାଏ। ତାଙ୍କର ଆଉ ଏକ ବଦ ଅଭ୍ୟାସ ହେଉଛି ତାଙ୍କୁ ଗାଧୋଇବାକୁ  ଭଲ ଲାଗେନାହିଁ।

ଲିଓନାର୍ଡ ଡି’କାପ୍ରିଓ: ଲିଓ ନିଜ ଜବରଦସ୍ତ ଅଭିନୟ ପାଇଁ ପୂରା ଦୁନିଆରେ ଲୋକପ୍ରିୟ। ସେ ବି ଗାଧୋଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେ ଗୋଟିଏ ସପ୍ତାହରେ ଅତି କଷ୍ଟରେ ଥରେ କି ଦୁଇ ଥର ଗାଧାନ୍ତି।

ଶାହାରୁଖ୍‌ ଖାନ୍‌: ଶାହାରୁଖ୍‌ ଖାନ୍‌ଙ୍କୁ ଷ୍ଟାଇଲିସ୍‌ ଜୋତା ପିନ୍ଧିବାକୁ ଭଲ ପାଆନ୍ତି।ସେ ଆଦୌ ଜୋତା ଖୋଲନ୍ତି ନାହିଁ। ଥରେ ଏକ ସାକ୍ଷତକାରରେ କହିଥିଲେ ଯେ ପୂରା ଦିନରେ ସେ ମାତ୍ର ଥରେ ନିଜ ଜୋତା ଖୋଲନ୍ତି। କେବେ କେବେ ତ ତାକୁ ପିନ୍ଧିକି ବି ଶୋଇ ପଡ଼ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story