ନିଜ ଫିଲ୍ମ ଦେଖିବା ବେଳେ ଶୋଇପଡ଼ନ୍ତି ସଲମାନ ଖାନ୍

ମୁମ୍ବାଇ: ନିଜ ଫିଲ୍ମ ଦେଖିବା ବେଳେ ଦବଙ୍ଗ ଷ୍ଟାର ସଲମାନ ଖାନ୍ ଶୋଇପଡ଼ନ୍ତି। ଏ କଥା ନିଜେ ସେ ସ୍ୱୀକାର କରିଛନ୍ତି। ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେବା ବେଳେ ସେ ଏହା କହିଛନ୍ତି। ଏମିତି ଏକ କଥା ଯାହା ତାଙ୍କ ପ୍ରଶଂସକମାନେ ଜାଣି ନ ଥିବେ ପଚରା ଯିବାରେ ସେ ଏହା କହିଛନ୍ତି। ଏହା ଶୁଣିଲେ ଲୋକେ ମୋତେ ପିଟିବେ ବୋଲି ସେ କହିବା ସହ କେବଳ ତାଙ୍କ ଫିଲ୍ମ ନୁହେଁ ଯେ କୌଣସି ଫିଲ୍ମ ଦେଖିଲେ ସେ ଶୋଇଯାଇଥାନ୍ତି ବୋଲି ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, ଇଣ୍ଡଷ୍ଟ୍ରିରେ ସୋହେଲ ମୋତେ ପ୍ରଥମେ ଭାଇ ବୋଲି ଡାକିଥିଲେ। ପରେ ସମସ୍ତେ ଡାକିବା ଆରମ୍ଭ କରିଦେଲେ। ବର୍ତ୍ତମାନର ଯୁବପିଢୀ ମୋତେ ସଲମାନ ଖାନା ନ ହେଲେ ସଲମାନ ବୋଲି ଡାକୁଛନ୍ତି। ଅନସ୍କ୍ରିନ ହେଉ ବା ଅପସ୍କ୍ରିନରେ ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା