ଆସିଲା ‘ଓକେ ଜାନୁ’ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହୋଇଛି ‘ଓକେ ଜାନୁ’ର ଟ୍ରେଲର। ଏହି ଫିଲ୍ମରେ ଲିଡ୍ ରୋଲ୍‌ରେ ଅଛନ୍ତି ଆଦିତ୍ୟ ରାୟ କପୁର ଓ ଶ୍ରଦ୍ଧା କପୁର। ଉଭୟ ଏହି ଟ୍ରେଲରରେ ଖୁବ ମଉଜ୍‌ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏ ଫିଲ୍ମର କାହାଣୀ ଲିଭ୍ ଇନ୍ ରିଲେସନ୍‌ସିପ୍‌କୁ ନେଇ ଗତିଶୀଳ ହୋଇଥିବା ଜଣାପଡ଼ିଛି। ତାମିଲ ବ୍ଲକ୍ ବଷ୍ଟର ‘ଓକେ କନମନି’ର ଅଫିସିଆଲ୍ ରିମେକ୍ ହେଉଛି ‘ଓକେ ଜାନୁ’। ମଣିରତ୍ନମ ଓ କରଣ ଜୋହରଙ୍କ ପ୍ରଯୋଜିତ ଓ ମାଡ୍ରାସ୍ ଟକିଜ୍ ବ୍ୟାନରରେ ନିର୍ମାଣ […]

aditya

aditya

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 09:55 AM IST

adityaମୁମ୍ବାଇ: ରିଲିଜ୍ ହୋଇଛି ‘ଓକେ ଜାନୁ’ର ଟ୍ରେଲର। ଏହି ଫିଲ୍ମରେ ଲିଡ୍ ରୋଲ୍‌ରେ ଅଛନ୍ତି ଆଦିତ୍ୟ ରାୟ କପୁର ଓ ଶ୍ରଦ୍ଧା କପୁର। ଉଭୟ ଏହି ଟ୍ରେଲରରେ ଖୁବ ମଉଜ୍‌ମସ୍ତି କରୁଥିବା ଦେଖିବାକୁ ମିଳିଛି।

ଏ ଫିଲ୍ମର କାହାଣୀ ଲିଭ୍ ଇନ୍ ରିଲେସନ୍‌ସିପ୍‌କୁ ନେଇ ଗତିଶୀଳ ହୋଇଥିବା ଜଣାପଡ଼ିଛି। ତାମିଲ ବ୍ଲକ୍ ବଷ୍ଟର ‘ଓକେ କନମନି’ର ଅଫିସିଆଲ୍ ରିମେକ୍ ହେଉଛି ‘ଓକେ ଜାନୁ’।

ମଣିରତ୍ନମ ଓ କରଣ ଜୋହରଙ୍କ ପ୍ରଯୋଜିତ ଓ ମାଡ୍ରାସ୍ ଟକିଜ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାଦ୍ ଅଲ୍ଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର. ରହମାନ୍।

ଫିଲ୍ମଟି ଆସନ୍ତା ମାସ ୧୭ ତାରିଖରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos