ଫେରୁଛନ୍ତି ଅନୁଭବ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମେଡିକାଲ୍‌ରେ ଏକ୍ସର୍‌ସାଇଜ୍ ବେଳର ଦୃଶ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): କିଛିଦିନର ବ୍ରେକ୍‌ ପରେ ଇଣ୍ଡଷ୍ଟ୍ରୀକୁ ପୁଣି ଫେରୁଛନ୍ତି ଓଡ଼ିଆ ଫିଲ୍ମର ସୁପରଷ୍ଟାର ଅନୁଭବ ମହାନ୍ତି। ଏଥିପାଇଁ ତାଙ୍କ ଫ୍ୟାନ୍ ମାନଙ୍କ ଭିତରେ ଖୁସି ଖେଳି ଯାଇଛି। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ପ୍ରେମ କୁମାର’ରେ ସୁଟିଂ ବେଳେ ଅନୁଭବଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏକ ଫାଇଟିଂ ସିନ୍ ଚିତ୍ରାୟନ ପାଇଁ ସେ ଏକ ଛାତ ଉପରେ ସୁଟିଂ କରୁଥିଲେ। ଏକ ସିଡ଼ି ଘର ଉପରୁ ଛାତ […]

Anubhav-Mohanty-Injured-777x437

Anubhav-Mohanty-Injured-777x437

Rakesh Mallick
  • Published: Friday, 22 June 2018
  • Updated: 22 June 2018, 05:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): କିଛିଦିନର ବ୍ରେକ୍‌ ପରେ ଇଣ୍ଡଷ୍ଟ୍ରୀକୁ ପୁଣି ଫେରୁଛନ୍ତି ଓଡ଼ିଆ ଫିଲ୍ମର ସୁପରଷ୍ଟାର ଅନୁଭବ ମହାନ୍ତି। ଏଥିପାଇଁ ତାଙ୍କ ଫ୍ୟାନ୍ ମାନଙ୍କ ଭିତରେ ଖୁସି ଖେଳି ଯାଇଛି। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ପ୍ରେମ କୁମାର’ରେ ସୁଟିଂ ବେଳେ ଅନୁଭବଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏକ ଫାଇଟିଂ ସିନ୍ ଚିତ୍ରାୟନ ପାଇଁ ସେ ଏକ ଛାତ ଉପରେ ସୁଟିଂ କରୁଥିଲେ। ଏକ ସିଡ଼ି ଘର ଉପରୁ ଛାତ ଉପରକୁ ଡେଉଁଥିବା ବେଳେ, ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ତା ପରେ ଅନୁଭବ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ।

ତେବେ ଶେଷରେ ଅନୁଭବ ସଂପୂର୍ଣ୍ଣ ଭଲ ହୋଇ ଫେରୁଥିବା ସଂପର୍କରେ ଖବର ଆସିଛି। ଏ ନେଇ ଏକ ଭିଡିଓ ସୋସିଆଲ୍ ସାଇଟ୍‌ରେ ଘୂରି ବୁଲୁଛି। ଯେଉଁଥିରେ ସୁଟିଂ ବେଳେ ଆହତଠାରୁ ଆରମ୍ଭ କରି ମେଡିକାଲରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ସବୁ ଦୃଶ୍ୟ ରହିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅନୁଭବ ମେଡିକାଲ ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଏକ୍ସରସାଇଜ୍ କରୁଛନ୍ତି। ତାଙ୍କ ଗୋଡ଼ରୁ ବ୍ୟାଣ୍ଡେଜ୍ କଟା ଯାଉଛି ଓ ତା ପରେ ସେ ଧୀରେ ଧୀରେ ଚାଲି ଚାଲି ବ୍ୟାୟାମ କରୁଛନ୍ତି।

ଗୋଡ଼ରେ ଆଘାତ ଲାଗିବା ପରେ ଅନୁଭବ ଅଭିନୟ କରୁଥିବା ‘ପ୍ରେମ କୁମାର’ ଫିଲ୍ମର କାମ ବନ୍ଦ ହୋଇ ରହିଥିଲା। ତେଣୁ ଆଶା କରାଯାଉଛି ସେ ଖୁବ୍‌ଶୀଘ୍ର ପୁଣି ସୁଟିଂ ଆରମ୍ଭ କରିବେ। ସୁଟିଂକୁ ଫେରିବାକୁ ଅନୁଭବ ମଧ୍ୟ ଖୁବ୍ ପ୍ରସ୍ତୁତି ଚଳାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ସେ ନିଜ ଫିଟ୍‌ନେସ୍‌ ପ୍ରତି ଖୁବ୍ ଗୁରୁତ୍ୱ ଦେଉଛନ୍ତି। ‘ପ୍ରେମ କୁମାର’ ଫିଲ୍ମରେ ଅନୁଭବ ଜଣେ ସେଲ୍ସମ୍ୟାନ୍ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

https://www.youtube.com/watch?v=rf5lzEPDfMY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story