କାହିଁକି ପ୍ରତ୍ୟେକ ଫିଲ୍ମରେ ଭିନ୍ନ ଭିନ୍ନ ପରଫ୍ୟୁମ୍‌ ଲଗାନ୍ତି ରଣବୀର?

ମୁମ୍ବାଇ: ପ୍ରତ୍ୟେକ କଳାକାରଙ୍କର କାମ କରିବାର ନିଜସ୍ୱ ଶୈଳୀ ରହିଛି। ଅଭିନେତା ରଣବୀର କପୁର ବା କେମିତି ଏଥିରୁ ବାଦ୍‌ ପଡ଼ିବେ। ସେ ବି ନିଜ କାମକୁ ପରଫେକ୍ଟ କରିବାକୁ ଏକ ଭିନ୍ନ ଶୈଳୀ ଆପଣେଇଥାନ୍ତି। କିନ୍ତୁ ତାଙ୍କର ଏହି ଶୈଳୀ ବିଷୟରେ ଶୁଣିଲେ ସମସ୍ତଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ। ଗୋଟିଏ ଚରିତ୍ର ସହିତ ମିଶିଯିବାକୁ ସେ ଫରଫ୍ୟୁମ୍‌ର ସାହାଯ୍ୟ ନିଅନ୍ତି। ପୁଣି ପ୍ରତ୍ୟେକ ଫିଲ୍ମରେ ସେ ପୃଥକ ପୃଥକ ପରଫ୍ୟୁମ୍‌ ବ୍ୟବହାର କରନ୍ତି। ଏକ ସାକ୍ଷତକାରରେ […]

Ranbir-Kapoor

Ranbir-Kapoor

Rakesh Mallick
  • Published: Friday, 22 June 2018
  • Updated: 22 June 2018, 01:24 PM IST

Sports

Latest News

ମୁମ୍ବାଇ: ପ୍ରତ୍ୟେକ କଳାକାରଙ୍କର କାମ କରିବାର ନିଜସ୍ୱ ଶୈଳୀ ରହିଛି। ଅଭିନେତା ରଣବୀର କପୁର ବା କେମିତି ଏଥିରୁ ବାଦ୍‌ ପଡ଼ିବେ। ସେ ବି ନିଜ କାମକୁ ପରଫେକ୍ଟ କରିବାକୁ ଏକ ଭିନ୍ନ ଶୈଳୀ ଆପଣେଇଥାନ୍ତି। କିନ୍ତୁ ତାଙ୍କର ଏହି ଶୈଳୀ ବିଷୟରେ ଶୁଣିଲେ ସମସ୍ତଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ। ଗୋଟିଏ ଚରିତ୍ର ସହିତ ମିଶିଯିବାକୁ ସେ ଫରଫ୍ୟୁମ୍‌ର ସାହାଯ୍ୟ ନିଅନ୍ତି। ପୁଣି ପ୍ରତ୍ୟେକ ଫିଲ୍ମରେ ସେ ପୃଥକ ପୃଥକ ପରଫ୍ୟୁମ୍‌ ବ୍ୟବହାର କରନ୍ତି।

ଏକ ସାକ୍ଷତକାରରେ ରଣବୀର ଏହି ବିଷୟରେ କହିଥିଲେ। ସେ କହିଥିଲେ, ପରଫ୍ୟୁମ୍‌ ମୋତେ ଚରିତ୍ର ଗୁଡ଼ିକୁ ମନେ ରଖିବାରେ ଖୁବ୍‌ ସାହାଯ୍ୟ କରିଥାଏ। ବେଳେ ବେଳେ ଏମିତି ହୋଇଥାଏ ଗୋଟିଏ ସମୟରେ ଆମକୁ ଦୁଇ ଦୁଇଟି ଫିଲ୍ମ କରିବାକୁ ପଡ଼ିଥାଏ।  ଯେମିତିକି ମୁଁ ଗୋଟିଏ ସମୟରେ ‘‘ୱକ୍‌ ଅପ୍‌ ସିଡ୍‌’’ ଓ ‘‘ଅଜବ ପ୍ରେମ୍‌ କି ଗଜବ କାହାନୀ’’ର ସୁଟିଂ କରୁଥିଲି। ଏହି ସମୟରେ ମତେ ମୋ ଫରଫ୍ୟୁମ୍‌ ଖୁବ୍‌ ସାହାଯ୍ୟ କରିଥିଲା। ମୋ ପାଖରେ ‘‘ୱକ୍‌ ଅପ୍‌ ସିଡ୍‌’’ ଚରିତ୍ରକୁ ମନେ ରଖିବାକୁ ଗୋଟିଏ ପରଫ୍ୟୁମ୍‌ ଥିଲା ଏବଂ ‘‘ଅଜବ ପ୍ରେମ୍‌ କି ଗଜବ୍‌ କାହାନୀ’’ ଫିଲ୍ମକୁ ମନେ ରଖିବାକୁ ଆଉ ଏକ  ପରଫ୍ୟୁମ୍‌ ଥିଲା। ଯେତେବେଳେ ମୁଁ ପରଫ୍ୟୁମ୍‌ ଲଗାଇ ଗାଡ଼ିରୁ ଓହ୍ଲାଇଥାଏ ସେତେବେଳେ ମୋତେ ବୁଝା ପଡ଼ିଥାଏ ଯେ, ମୁଁ ଏବେ କେଉଁ ଚରିତ୍ରରେ ଅଛି। ଏହାଛଡ଼ା ମୁଁ ଭିନ୍ନ ଚରିତ୍ର ପାଇଁ ଭିନ୍ନ ଭିନ୍ନ ଜୋତା ପିନ୍ଧିବାକୁ ବି ପସନ୍ଦ କରିଥାଏ।’’

ରଣବୀରଙ୍କ ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ ତାରିଖରେ ରିଲିଜ୍‌ ହେବ। ଏହା ଛଡ଼ା ସେ ଏବେ ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘‘ବ୍ରହ୍ମାସ୍ତ୍ର’’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story