ରିଲିଜ୍‌ ହେଲା ‘ଦଙ୍ଗଲ’

ମୁମ୍ବାଇ: ଆଜି ରିଲିଜ୍‌ ହୋଇଛି ଅମିର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ସ୍ପୋର୍ଟସ୍‌ ବାୟୋପିକ୍‌ ‘ଦଙ୍ଗଲ’। ନ୍ୟାସନାଲ ଚାମ୍ପିଆନ୍‌ ମହାବୀର ସିଂହ ଫୋଗଟ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅମୀର ମହାବୀରଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଦୁଇ ଝିଅ ଗୀତା ଫୋଗଟ୍‌ ଓ ବବିତା କୁମାରୀଙ୍କ ଭୂମିକାରେ ନଜରକୁ ଆସୁଛନ୍ତି ଫାତିମା ସାନା ସୈଖ୍ ଏବଂ ସାନ୍ୟା ମାଲହୋତ୍ରା। ମହାବୀରଙ୍କ ପତ୍ନୀଙ୍କ ରୋଲ ପ୍ଲେ କରିଛନ୍ତି ସାକ୍ଷୀ ତନୱାର। ଦଙ୍ଗଲର ନିର୍ଦ୍ଦେଶନା ନତେଶ ତିୱାରୀ ଦେଇଥିବା […]

dangal

dangal

Rakesh Mallick
  • Published: Friday, 23 December 2016
  • Updated: 23 December 2016, 10:53 AM IST

Sports

Latest News

ମୁମ୍ବାଇ: ଆଜି ରିଲିଜ୍‌ ହୋଇଛି ଅମିର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ସ୍ପୋର୍ଟସ୍‌ ବାୟୋପିକ୍‌ ‘ଦଙ୍ଗଲ’। ନ୍ୟାସନାଲ ଚାମ୍ପିଆନ୍‌ ମହାବୀର ସିଂହ ଫୋଗଟ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅମୀର ମହାବୀରଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଦୁଇ ଝିଅ ଗୀତା ଫୋଗଟ୍‌ ଓ ବବିତା କୁମାରୀଙ୍କ ଭୂମିକାରେ ନଜରକୁ ଆସୁଛନ୍ତି ଫାତିମା ସାନା ସୈଖ୍ ଏବଂ ସାନ୍ୟା ମାଲହୋତ୍ରା। ମହାବୀରଙ୍କ ପତ୍ନୀଙ୍କ ରୋଲ ପ୍ଲେ କରିଛନ୍ତି ସାକ୍ଷୀ ତନୱାର।

ଦଙ୍ଗଲର ନିର୍ଦ୍ଦେଶନା ନତେଶ ତିୱାରୀ ଦେଇଥିବା ବେଳେ ଗୀତ ଲେଖିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ ଏବଂ ମ୍ୟୁଜିକ କମ୍ପୋଜ କରିଛନ୍ତି ପ୍ରିତମ୍‌।

୨୦୧୪ରେ ଅମୀରଙ୍କ ଅଭିନିତ ଫିଲ୍ମ ‘ପିକେ’ ରିଲିଜର ୨ ବର୍ଷ ପରେ ‘ଦଙ୍ଗଲ’ ପରଦାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos