ଶୀନା ବୋରା ହତ୍ୟାକାଣ୍ଡ ଉପରେ ଫିଲ୍ମ ‘ଡାର୍କ ଚକୋଲେଟ୍’  

କୋଲକାତା: ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ଉପରେ ଆସୁଛି ଏକ ଫିଲ୍ମ। ବଙ୍ଗାଳିରେ ତିଆରି ହୋଇଛି ଏହି ଫିଲ୍ମ। ଫେବ୍ରୁଆରୀ ମାସରେ ଏହି ଫିଲ୍ମଟି ପରଦାକୁ ଆସିବ। ଫିଲ୍ମଟିର ନାଁ ‘ଡାର୍କ ଚକୋଲେଟ୍’। ଏଥିରେ ଶୀନା ବୋରା ଭୂମିକାରେ ଅଛନ୍ତି ରିୟା ସେନ୍। ସେହିପରି ତାଙ୍କ ମା’ ଭୂମିକାରେ ଅଛନ୍ତି ମହିମା ଚୌଧୁରୀ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଗ୍ନିଦେବ ଚାଟାର୍ଜୀ।

ଫିଲ୍ମଟି କୋଲକାତା ସହିତ ପଶ୍ଚିମବଙ୍ଗର ଆଉ କିଛି ସ୍ଥାନର ସୁଟିଂ ହୋଇଛି।