ସୋନମଙ୍କ ଭଉଣୀଙ୍କୁ ବାହା ହେବେ ଅନୁପମଙ୍କ ପୁଅ, ନିର୍ବନ୍ଧ ଶେଷ

ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ୍ ଖେରଙ୍କ ଅଭିନେତା ପୁତ୍ର ସିକନ୍ଦର ଖେର ଓ ସୋନମ କପୁରଙ୍କ ମାଉସୀ ଝିଅ ଭଉଣୀ ପ୍ରିୟା ସିଂହଙ୍କ ମଧ୍ୟରେ ନିର୍ବନ୍ଧ ଶେଷ ହୋଇଛି। ସିକନ୍ଦର ଓ ପ୍ରିୟା ପରସ୍ପରକୁ ଦୀର୍ଘ ଦିନରୁ ଜାଣନ୍ତି। ଏହି ନିର୍ବନ୍ଧ ଉତ୍ସବରେ ସିକନ୍ଦରଙ୍କ ବାପା ଅନୁପମ, ମା’ କିରଣ ଖେର, ଅଭିନେତା ଅନୀଲ କପୁର, ଅଭିଷେକ ବଚ୍ଚନ, ଜୟା ବଚ୍ଚନ ଓ ପାମେଲା ଚୋପଡ଼ା ପ୍ରମୁଖ ସାମିଲ ହୋଇଥିଲେ।

ପ୍ରିୟା ହେଉଛନ୍ତି ଇଣ୍ଟେରିୟର ଡିଜାଇନର କବିତା ସିଂହ ଓ ଉଦ୍ୟୋଗପତି ଜସଜୀତ ସିଂହଙ୍କ ଝିଅ।

ଆହୁରି ପଢ଼ନ୍ତୁ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା