ଜାଣିଛନ୍ତି ବଲିଉଡ଼୍‌ର ସବୁଠୁ ଖରାପ ହିରୋ କିଏ? ଗୁଗୁଲ୍‌ରେ ସର୍ଚ୍ଚ କଲେ ଆସୁଛି ଏମିତି ଉତ୍ତର

ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀରେ ସବୁବେଳେ ଏକାଧିକ ହିରୋ ରାଜୁତି କରନ୍ତି। ସମସ୍ତଙ୍କର ନିଜର ଫ୍ୟାନ୍‌ ଗୋଷ୍ଠୀ ଥାଆନ୍ତି। ସମସ୍ତଙ୍କର ନିଜର ଅଲଗା ଅଲଗା ପ୍ରକାର ଇମେଜ୍ ଥାଏ। କେତେବେଳେ କିଏ ପପୁଲାର୍ ହୋଇଯାଏ ତାହା ଜଣାପଡ଼େନି। କିନ୍ତୁ କେହି କେବେ ବଲିଉଡ୍‌ର ସବୁଠୁ ଖରାପ ହିରୋ କିଏ, ସେ କଥା ଚିନ୍ତା କରିନଥାନ୍ତି। କିନ୍ତୁ ଆପଣଙ୍କୁ ଯଦି ଏ ପ୍ରଶ୍ନଟି ପଚରାଯାଏ, ତେବେ ଆପଣ କି ଉତ୍ତର ଦେବେ? ନୂଆଦିଲ୍ଲୀ: ଏବେ ଯଦି ଆପଣ ଗୁଗୁଲରେ ସର୍ଚ୍ଚ […]

bad boy

bad boy

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 06:35 PM IST

Sports

Latest News

ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀରେ ସବୁବେଳେ ଏକାଧିକ ହିରୋ ରାଜୁତି କରନ୍ତି। ସମସ୍ତଙ୍କର ନିଜର ଫ୍ୟାନ୍‌ ଗୋଷ୍ଠୀ ଥାଆନ୍ତି। ସମସ୍ତଙ୍କର ନିଜର ଅଲଗା ଅଲଗା ପ୍ରକାର ଇମେଜ୍ ଥାଏ। କେତେବେଳେ କିଏ ପପୁଲାର୍ ହୋଇଯାଏ ତାହା ଜଣାପଡ଼େନି। କିନ୍ତୁ କେହି କେବେ ବଲିଉଡ୍‌ର ସବୁଠୁ ଖରାପ ହିରୋ କିଏ, ସେ କଥା ଚିନ୍ତା କରିନଥାନ୍ତି। କିନ୍ତୁ ଆପଣଙ୍କୁ ଯଦି ଏ ପ୍ରଶ୍ନଟି ପଚରାଯାଏ, ତେବେ ଆପଣ କି ଉତ୍ତର ଦେବେ?

ନୂଆଦିଲ୍ଲୀ: ଏବେ ଯଦି ଆପଣ ଗୁଗୁଲରେ ସର୍ଚ୍ଚ କରିବେ ଯେ, ବଲିଉଡ୍‌ର ସବୁଠୁ ଖରାପ ହିରୋ କିଏ, ତେବେ ଉତ୍ତର ମିଳିବ- ସଲ୍‌ମାନ ଖାନ୍‌। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଭାବୁଥିବେ ଯେ, ସଲ୍ଲୁମିଆଁଙ୍କର ଏବେ ଏବେ ଫିଲ୍ମ ରେସ୍‌-୩ ରିଲିଜ୍‌ ହୋଇଛି। ତାଙ୍କର ତ ଏମିତି ଫ୍ୟାନ୍ ସଂଖ୍ୟା ଅଧିକା, ତା ପରେ ଏବେ ଫିଲ୍ମ ଲିରିଜ୍ ହୋଇଥିବାରୁ ତାଙ୍କ ଚର୍ଚ୍ଚା ବି ଅଧିକା, ଏଭଲି ସମୟରେ ତାଙ୍କୁ ସବୁଠାରୁ ଖରାପ ହିରୋ ବୋଲି କେମିତି କହିହେବ? କିନ୍ତୁ କଥାଟି ସତ। ବଲିଉଡ଼୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ଗୁଗୁଲ୍‌ ସର୍ଚ୍ଚ ଇଞ୍ଜିନ୍‌ ବନେଇ ଦେଇଚି ସବୁଠାରୁ ଖରାପ ବଲିଉଡ଼୍‌ ତାରକା ରୂପେ।

ଆପଣ ଭାବୁଥିବେ ସଲ୍‌ମାନ ଖାନ୍‌ଙ୍କ ପରି ଷ୍ଟାରକୁ ଗୁଗୁଲ୍‌ ସର୍ଚ୍ଚ ଇଂଜିନ୍ ଏମିତି କାହିଁକି ଦେଖାଉଛି। ଆପଣ ଯଦି ଗୁଗୁଲ୍‌ ସର୍ଚ୍ଚରେ ଇଂଲିଶରେ ଲେଖିବେ “worst bollywood actor” ତେବେ ଚଟ୍‌ କରି ଆସିଯିବ ସଲ୍‌ମାନ ଖାନ୍‌ଙ୍କ ନାଁ। ସୋସିଆଲ ମିଡିଆରେ ବି ଏହାକୁ ନେଇ ଖୁବ୍ ଚର୍ଚ୍ଚା। କିଛି ସ୍କ୍ରିନ୍‌ସଟ୍‌ ମଧ୍ୟ ଘୂରି ବୁଲୁଛି। ସ୍ୱଭାବିକ ଭାବେ ଏହା ସଲ୍‌ମାନଙ୍କ ଫ୍ୟାନ୍‌ ମାନଙ୍କୁ ଆଘାତ ଦେଇଛି। ତେବେ ଫ୍ୟାନ୍‌ମାନେ ଏଥିରେ ବ୍ୟସ୍ତ ହେବା ଅନୁଚିତ। କାରଣ ଆପଣ ଯଦି ସେଇ ଗୁଗୁଲ୍‌ ସର୍ଚ୍ଚରେ ‘ରିୟଲ୍‌ କିଙ୍ଗ୍‌ ଅଫ୍‌ ବଲିଉଡ଼୍‌’ ଲେଖି ସର୍ଚ୍ଚ ମାରିବେ ତେବେ ସେଥିରେ ବି ସଲ୍‌ମାନ୍‌ ଖାନ୍‌ଙ୍କ ନାଁ ଓ ଫଟୋ ଆସୁଛି। ତେଣୁ ଏଥିରୁ ବୁଝାପଡୁଛି ଯେ, ବାସ୍ତବରେ ସଲମାନ ଖୁବ୍ ଲୋକପ୍ରିୟ ଷ୍ଟାର, ସେ କେବେବି ଖରାପ ଅଭିନେତା ନୁହଁନ୍ତି। ଗୁଗୁଲ ସର୍ଚ୍ଚ ଇଂଜିନ ହିଁ ତାଙ୍କ ଇମେଜ୍ ନଷ୍ଟ କରୁଛି।

ବଦନାମ କରୁଛି ଗୁଗୁଲ: ଏ ବାବାଦରେ ଗୁଗୁଲର ଇତିହାସ ଖୁବ୍ ଲମ୍ବା। ପୂର୍ବରୁ ମଧ୍ୟ ଗୁଗୁଲ୍‌ରେ ‘ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ’ ବୋଲି ସର୍ଚ୍ଚ କଲେ, ଉତ୍ତର ‘ଜବାହରଲାଲ୍‌ ନେହେରୁ’ଙ୍କ ବଦଳରେ ଆସୁଥିଲା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ‘ନରେନ୍ଦ୍ର ମୋଦି‘ଙ୍କ ନାଁ ଓ ଫଟୋ। ସେହିପରି ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ ପାଇଁ ପୂର୍ବରୁ ଗୁଗୁଲ୍‌ ଉପରେ ୧ କୋଟିରୁ ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇଥିଲା। ଏହି ମାନଚିତ୍ରରେ ଜାମ୍ମୁକୁ ପାକିସ୍ତାନ ଏବଂ କାଶ୍ମୀରକୁ ଚୀନର ବୋଲି ଦର୍ଶା ଯାଇଥିଲା।

ଏବେ ସଲ୍‌ମାନ୍‌ଙ୍କ ମାମଲାରେ ତାଙ୍କ ଫ୍ୟାନ୍‌ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟ୍‌ କରି ଗୁଗୁଲ୍‌ର ଭୁଲ୍‌କୁ ଦର୍ଶେଇଛନ୍ତି। କେତେକ କହିଛନ୍ତି, ଗୁଗୁଲ୍‌ର ଏପରି ଭୁଲ୍‌ ଗ୍ରହଣୀୟ ନୁହେଁ। ଏହା ଲକ୍ଷ ଲକ୍ଷ ସଲମାନ ପ୍ରେମୀଙ୍କୁ ଆଘାତ ଦେଇଛି। ଏବେ ଦେଖିବାକୁ ବାକି ରହିଲା ଗୁଗୁଲ କେବେ ତା ଭୁଲ୍ ସୁଧାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story