ଦୁନିଆର ସବୁଠୁ ବଡ଼ ସାପ

ଶିକ୍ଷକ- ଦୁନିଆରେ ସବୁଠୁ ବଡ଼ ସାପ କେଉଁଠି ମିଳିଥିଲା?

ପପୁ-  ଲୁଡୁରେ,

ଶିକ୍ଷକ- କେମିତି?

ପପୁ-  ସେ ସାପ ୯୯ ନମ୍ବରରେ ପଡ଼ିଲେ ପୂରା ତଳକୁ ଆସିଯାଏ ମଣିଷ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।