ଉଚ୍ଚ ରକ୍ତଚାପର ଲକ୍ଷଣ ଓ ନିରାକରଣ

ଭୁବନେଶ୍ୱର: ହାଇପ୍ରଟେନସନ୍ ବା ଉଚ୍ଚରକ୍ତ ଚାପକୁ ସାଧାରଣରେ ଆମେ ହାଇ ବି.ପି କହିଥାଉ। ଏହା ଏକ ମାରାତ୍ମକ ରୋଗ। ଉଚ୍ଚ ରକ୍ତଚାପ ଏକ ଶାନ୍ତ ଜ୍ୱଳାମୁଖୀ ପରି ହୋଇଥାଏ। ସାଧାରଣତଃ ଏହି ରୋଗର ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଜ୍ୱଳାମୁଖୀ ଫାଟିବା ପରେ ହୃଦଘାତ ପରି ନାନା ରୋଗ ହେବାର ଆଶଙ୍କା ରହିଥାଏ। ପ୍ରତ୍ୟେକ ବ୍ୟକ୍ତିର ରକ୍ତଚାପ ପ୍ରତିଦିନ  ଓ ପ୍ରତି ଘଣ୍ଟାରେ ପରିବର୍ତ୍ତନ ହୋଇଥାଏ। ଅତ୍ୟଧିକ ପରିଶ୍ରମ, ଭୟ, ଚିନ୍ତା,ଦୁଃଖ, କ୍ରୋଧ ଇତ୍ୟାଦି ଅବସ୍ଥାରେ ରକ୍ତ ଚାପ […]

bloodpressure

bloodpressure

Rakesh Mallick
  • Published: Saturday, 16 May 2015
  • Updated: 27 April 2017, 05:28 PM IST

Sports

Latest News

ଭୁବନେଶ୍ୱର: ହାଇପ୍ରଟେନସନ୍ ବା ଉଚ୍ଚରକ୍ତ ଚାପକୁ ସାଧାରଣରେ ଆମେ ହାଇ ବି.ପି କହିଥାଉ। ଏହା ଏକ ମାରାତ୍ମକ ରୋଗ। ଉଚ୍ଚ ରକ୍ତଚାପ ଏକ ଶାନ୍ତ ଜ୍ୱଳାମୁଖୀ ପରି ହୋଇଥାଏ। ସାଧାରଣତଃ ଏହି ରୋଗର ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଜ୍ୱଳାମୁଖୀ ଫାଟିବା ପରେ ହୃଦଘାତ ପରି ନାନା ରୋଗ ହେବାର ଆଶଙ୍କା ରହିଥାଏ। ପ୍ରତ୍ୟେକ ବ୍ୟକ୍ତିର ରକ୍ତଚାପ ପ୍ରତିଦିନ  ଓ ପ୍ରତି ଘଣ୍ଟାରେ ପରିବର୍ତ୍ତନ ହୋଇଥାଏ। ଅତ୍ୟଧିକ ପରିଶ୍ରମ, ଭୟ, ଚିନ୍ତା,ଦୁଃଖ, କ୍ରୋଧ ଇତ୍ୟାଦି ଅବସ୍ଥାରେ ରକ୍ତ ଚାପ କିଛି ସମୟ ବୃଦ୍ଧି ପାଇଥାଏ।

ଲକ୍ଷଣ- ଉଚ୍ଚ ରକ୍ତଚାପର କୌଣସି ଖାସ୍ ଲକ୍ଷଣ ବାହାରକୁ ଦେଖା ଯାଇନଥାଏ। କିଛି ଲୋକଙ୍କୁ ରକ୍ତଚାପ ଅଧିକ ବଢିଗଲେ ମୁଣ୍ଡ ବ୍ୟଥା ହୋଇଥାଏ। ୩୦ ବର୍ଷ ପରେ ବା ଓଜନ ଅଧିକ କିମ୍ବା ପରିବାରର କୌଣସି ସଦସ୍ୟ ରକ୍ତଚାପରେ ପୀଡିତ ଥିଲେ ୨୦ ବର୍ଷ ପରେ ବର୍ଷକୁ ଥରେ ପରୀକ୍ଷା କରାଇନେବା ଉଚିତ।

-ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତଚାପ ଔଷଧ ନିୟମିତ ଅନୁସାରେ ସେବନ କରନ୍ତୁ।

-ଡାକ୍ତରୀ ପରୀକ୍ଷା ସମୟାନୁସାରେ କରନ୍ତୁ।

-ଶରୀର ଓଜନ ନିୟନ୍ତ୍ରିତ ରଖନ୍ତୁ।

-ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରତିଦିନ ବ୍ୟାୟାମ କରନ୍ତୁ।

-ଖାଦ୍ୟପେୟରେ ପରିବର୍ତ୍ତନ ଆଣନ୍ତୁ।

-ରୁଟି, ଭାତ,ଡାଲି,ଶାଗ, ମାଛ,ସବୁଜ ପନିପରିବା ଏବଂ ତଟକ ଫଳ ଖାଆନ୍ତୁ।

-ସୂର୍ଯ୍ୟମୁଖୀ ତେଲ କିମ୍ବା ସୋୟାବିନ୍ ତେଲ ଖାଆନ୍ତୁ।

-ତେଲ ଜାତୀୟ ଖାଦ୍ୟ, ଘିଅ, ଚିପ୍ସ, ଆଚାର,ପାମ୍ପଡ ସସ୍ ଠାରୁ ଦୂରେଇ ରହିବା ସହ ଚକଲେଟ୍, ଆଇସକ୍ରୀମ୍,କେକ୍ ଓ ଥଣ୍ଡା ଜାତୀୟ ପାନୀୟ ନ ପିଇବା ଉଚିତ।

-ଅଧିକ ଲୁଣ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ।

-ପୋଟାସିୟମ ଥିବା ଖାଦ୍ୟ ଅଧିକ ପରିମାଣର ଖାଇବା ଆବଶ୍ୟକ। କଦଳୀ,କମଳା, ଆଳୁ,କୋମଳ ନଡିଆ ପାଣି ପିଇବା ଦରକାର। ଏହି ଖାଦ୍ୟ ପଦାର୍ଥ ରକ୍ତଚାପ କମିବାରେ ସାହାଯ୍ୟ କରେ।

ଜୀବନ ଶୈଳୀକୁ ପରିବର୍ତ୍ତନ କରନ୍ତୁ

-ଚିନ୍ତାରୁ ମୁକ୍ତ ହୁଅନ୍ତୁ।

-ଧୂମପାନ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

-ଯୋଗ, ପ୍ରଣାୟମ ଏବଂ ଧ୍ୟାନ କରନ୍ତୁ।

-ପ୍ରତିଦିନ ବ୍ୟାୟାମ କରନ୍ତୁ।

କେଉଁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବେ?

-ଭୀଷଣ ମୁଣ୍ଡବ୍ୟଥା

-ଛାତିରେ ଯନ୍ତ୍ରଣା ଅନୁଭବ କରିବା

-ମୁଣ୍ଡ ବୁଲାଇବା

-ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story