୯ ଅଗଷ୍ଟ, ବୁଧବାର: ଆଜି ଦିନ କେମିତି କଟିବ

ମେଷ: ପ୍ରିୟଜନଙ୍କ ସହ ସାକ୍ଷାତ ହେବ। ଜୀବନସାଥୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ବୃଷ: ଚାକିରିରେ ପଦୋନ୍ନତି ମିଳିପାରେ। ଘରର ବୟୋଜ୍ୟେଷ୍ଠ ଲୋକଙ୍କ ସହ ସମୟ ବିତାନ୍ତୁ। କିଛି ହଜି ଯାଇଥିବା ବସ୍ତୁ ଆଜି ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ନୂଆ ଯୋଜନାକୁ ଆଜି କାର୍ଯ୍ୟକାରୀ ନ କଲେ ଭଲ। ମିଥୁନ: ଖାଇବାପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାହ ସ୍ଥିର ହେବାର ଯୋଗ ରହିଛି। ଅଫିସ୍‌ରେ ଅଧନସ୍ତ କର୍ମଚାରୀଙ୍କ ପାଇଁ […]

zodaic

zodaic

Rakesh Mallick
  • Published: Wednesday, 09 August 2017
  • Updated: 13 September 2017, 11:41 AM IST

ମେଷ: ପ୍ରିୟଜନଙ୍କ ସହ ସାକ୍ଷାତ ହେବ। ଜୀବନସାଥୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।

ବୃଷ: ଚାକିରିରେ ପଦୋନ୍ନତି ମିଳିପାରେ। ଘରର ବୟୋଜ୍ୟେଷ୍ଠ ଲୋକଙ୍କ ସହ ସମୟ ବିତାନ୍ତୁ। କିଛି ହଜି ଯାଇଥିବା ବସ୍ତୁ ଆଜି ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ନୂଆ ଯୋଜନାକୁ ଆଜି କାର୍ଯ୍ୟକାରୀ ନ କଲେ ଭଲ।

ମିଥୁନ: ଖାଇବାପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବିବାହ ସ୍ଥିର ହେବାର ଯୋଗ ରହିଛି। ଅଫିସ୍‌ରେ ଅଧନସ୍ତ କର୍ମଚାରୀଙ୍କ ପାଇଁ ଆପଣ ଅଡ଼ୁଆରେ ପଡ଼ି ପାରନ୍ତି। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ନ ହେଲେ ଦୁର୍ଘଟଣା ଘଟିପାରେ।

କର୍କଟ: କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ରଚନାତ୍ମକ କାମ ପାଇଁ ଆଜି ଦିନଟି ଭଲ ଅଛି। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: କୌଣସି ବିବାଦରେ ପଶନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କୁ ବହୁତ ଶୁଭଫଳ ଦେଇପାରେ। କର୍ମକ୍ଷେତ୍ରରୁ ଶୁଭ ଖବର ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଧନହାନି ଯୋଗ ରହିଛି। କୌଣସି ନୂଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। କାରଣ ବହୁତ କିଛି ଲାଭ ମିଳି ନ ପାରେ।

ତୁଳା: ସଂପତ୍ତି ପାଇଁ ଘରେ ବିବାଦ ଦେଖା ଦେଇପାରେ। ପରିବାରରେ ଅଶାନ୍ତିର ବାତାବରଣ ଦେଖାଯିବ। ପ୍ରେମ ରାସ୍ତାରେ ଦେଖାଯାଉଥିବା ବାଧା ଆଜି ହଟି ଯିବ। ପାର୍ଟନରଙ୍କ ସହ ପ୍ରେମ ସଂପର୍କ ଆହୁରି ଗଭୀର ହେବ।

ବିଛା: ଆଜି ଆପଣଙ୍କୁ ଯଦି କୌଣସି ସାମାଜିକ କାର୍ଯ୍ୟ ପାଇଁ ସହଯୋଗ କରିବାକୁ କେହି ଅନୁରୋଧ କରନ୍ତି, ତା’ହେଲେ ଆଦୌ ମନା କରନ୍ତୁ ନାହିଁ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଆଜି ଦିନଟି ଭଲ ଅଛି। କୌଣସି ମହିଳାଙ୍କ ଦ୍ୱାରା ଲାଭବାନ ହେବେ।

ଧନୁ: ଘରେ ସୁଖଶାନ୍ତି ବଜାୟ ରହିବ। ଆର୍ଥିକ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲେଖାଲେଖି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଯୋଜନାରେ ଆଜି ସଫଳ ହେବେ।

ମକର: ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ସଂପର୍କ ପ୍ରତି ଧ୍ୟାନ ଦିଅନ୍ତୁ। ମନବାଞ୍ଛା ପୂରଣ ହେବ। ବଡ଼ ଧରଣର ଆର୍ଥିକ ଲାଭ ହେବାର ସଂକେତ ମିଳୁଛି। ଆପଣ ସଫଳତା ପାଇବାକୁ କଠିନ ପରିଶ୍ରମ କରୁଛନ୍ତି। ଆଜି ତାର ଫଳ ମିଳିବ। ଆପଣଙ୍କ ଗ୍ରହଗୁଡ଼ିକ ଆପଣଙ୍କ ସହିତ ଅଛନ୍ତି। ଏଣୁ ଛୋଟବଡ଼ ସବୁ ଯୋଜନାରୁ ସଫଳତା ମିଳିବ। ରାସ୍ତାରେ ଯିବାଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆଜି ଆପଣଙ୍କୁ ରୋଜଗାର କରିବାର ଅନେକ ବିକଳ୍ପ ମିଳିବ। ଏଣୁ ସବୁ ବିକଳ୍ପ ଉପରେ ଗଭୀର ଚିନ୍ତା କରି ନିଷ୍ପତ୍ତି ନେବେ। କାହା ସହିତ ଯୁକ୍ତି କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ପ୍ରେମ ସମ୍ବନ୍ଧରେ ବାଧା ଉପୁଜିପାରେ। ନୂଆ ଚାକିରି ପ୍ରସ୍ତାବ ମିଳିପାରେ। ବଡ଼ ଧରଣର ପୁଞ୍ଜି ନିବେଶ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story