ସକାଳୁ ଉଠି ପ୍ରଥମେ ଏଇ କାମଟି କରନ୍ତୁ, ଦିନଟି ଭଲରେ କଟିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳଟା ଭଲରେ କଟିଲେ ପୂରା ଦିନଟା ଭଲରେ କଟେ ବୋଲି କୁହାଯାଏ। ଏଣୁ ପ୍ରାୟ ସମସ୍ତେ ସକାଳୁ କିଛି ଭଲ କାମରୁ ଦିନଟି ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତି। କିଛି ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ମୁହଁ ଚାହାଁନ୍ତି। କାରଣ ସେମାନଙ୍କର ବିଶ୍ୱାସ ଥାଏ, ସକାଳୁ ଉଠି ପ୍ରଥମେ ସେମାନଙ୍କ ମୁହଁ ଚାହିଁଲେ ଦିନଟି ଭଲରେ କଟେ। ତେବେ ସକାଳୁ ଉଠିବା ପରେ ୫ ଜଣଙ୍କୁ ଦେଖିବାକୁ […]

morningwakeup

morningwakeup

Ordigital Desk
  • Published: Friday, 03 August 2018
  • Updated: 03 August 2018, 09:12 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳଟା ଭଲରେ କଟିଲେ ପୂରା ଦିନଟା ଭଲରେ କଟେ ବୋଲି କୁହାଯାଏ। ଏଣୁ ପ୍ରାୟ ସମସ୍ତେ ସକାଳୁ କିଛି ଭଲ କାମରୁ ଦିନଟି ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତି।

କିଛି ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ମୁହଁ ଚାହାଁନ୍ତି। କାରଣ ସେମାନଙ୍କର ବିଶ୍ୱାସ ଥାଏ, ସକାଳୁ ଉଠି ପ୍ରଥମେ ସେମାନଙ୍କ ମୁହଁ ଚାହିଁଲେ ଦିନଟି ଭଲରେ କଟେ।

ତେବେ ସକାଳୁ ଉଠିବା ପରେ ୫ ଜଣଙ୍କୁ ଦେଖିବାକୁ ବାରଣ କରାଯାଇଛି। ଦୋଚାରୁଣୀ ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରୀ। ଏହି ୫ଜଣଙ୍କୁ ଯେତେ ସମ୍ଭବ ସକାଳୁ ଉଠି ପ୍ରଥମେ ଦେଖନ୍ତୁ ନାହିଁ। ଏମାନଙ୍କୁ ସକାଳୁ ଉଠି ପ୍ରଥମେ ଦେଖିଲେ ଦିନଟି ଭଲରେ ଯାଏନି ବୋଲି କୁହାଯାଏ।

ସକାଳୁ ଉଠିବା ପରେ ପ୍ରଥମେ ନିଜ ପାପୁଲିକୁ ଯୋଡ଼ି କରାଗ୍ରେ ବସତେ ଲକ୍ଷ୍ମୀକରମଧ୍ୟେ ସରସ୍ୱତୀ। କରମୂଳେ ତୁ ଗୋବିନ୍ଦାପ୍ରଭାତେ କରଦର୍ଶନମ୍‌' ଶ୍ଲୋକ ପାଠ କରନ୍ତୁ। ଦିନଟି ଭଲ କଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story