ସାବଧାନ! ଏହି ସମୟରେ ଖାଆନ୍ତୁ ନାହିଁ ପଣସ ତରକାରୀ, ଜୀବନ ପ୍ରତି ବିପଦ

ଅନେକ ଲୋକ ପଣସକଠା ତରକାରୀ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସବୁ ସମୟରେ ପଣସ ତରକାରୀ ଖାଇବା ସମସ୍ତଙ୍କ ଶରୀର ପାଇଁ ଭଲ ନୁହେଁ।  ଅସମୟରେ ପଣସ ତରକାରୀ ଖାଇବା ଦ୍ୱାରା ଶରୀର ଉପରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ। ଏହା ଆପଣଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଡାକ୍ତରମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପଣସ ତରକାରୀ ଖାଇବାକୁ ମନା କରନ୍ତି। କେଉଁସବୁ ରୋଗ ହେଲେ ପଣସ ତରକାରୀ ଖାଇବା ଶରୀର […]

Jackfruits

Jackfruits

Rakesh Mallick
  • Published: Sunday, 29 July 2018
  • Updated: 29 July 2018, 09:13 PM IST

Sports

Latest News

ଅନେକ ଲୋକ ପଣସକଠା ତରକାରୀ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସବୁ ସମୟରେ ପଣସ ତରକାରୀ ଖାଇବା ସମସ୍ତଙ୍କ ଶରୀର ପାଇଁ ଭଲ ନୁହେଁ।  ଅସମୟରେ ପଣସ ତରକାରୀ ଖାଇବା ଦ୍ୱାରା ଶରୀର ଉପରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ। ଏହା ଆପଣଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଡାକ୍ତରମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପଣସ ତରକାରୀ ଖାଇବାକୁ ମନା କରନ୍ତି। କେଉଁସବୁ ରୋଗ ହେଲେ ପଣସ ତରକାରୀ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ଆସନ୍ତୁ ଜାଣିବା।

୧. ଯେଉଁମାନଙ୍କର ପାଚନକ୍ରିୟାଜନିତ ସମସ୍ୟା ରହିଛି, ସେମାନେ ପଣସ ଖାଇବାରୁ ଦୂରେଇ ରୁହନ୍ତୁ କିମ୍ବା କମ୍ ଖାଆନ୍ତୁ। କାରଣ ଏହା ସେମାନଙ୍କ ପାଚନକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ।
୨. ଗର୍ଭାବସ୍ଥାରେ ମହିଳାମାନେ ପଣସ ଖାଆନ୍ତୁ ନାହିଁ। ଏହା ସେମାନଙ୍କ ଗର୍ଭସ୍ଥ ଶିଶୁ ଉପରେ ଖରାପ୍‌ ପ୍ରଭାବ ପକାଇଥାଏ। ପଣସରେ ଅଦ୍ରବଣୀୟ ଫାଇବର୍‌ର ମାତ୍ରା ଅଧିକ ଥାଏ। ତେଣୁ ଯେଉଁ ମହିଳାମାନେ ତାଙ୍କ ପିଲାଙ୍କୁ କ୍ଷୀର ପିଆଉଛନ୍ତି, ସେମାନେ ମଧ୍ୟ ପଣସ ଖାଇବାରୁ ଦୂରେଇ ରୁହନ୍ତୁ।

୩. ଶରୀରରେ କୌଣସି ଅପରେସନ୍‌ କିମ୍ବା ସର୍ଜରୀ କରାଇବା ପରେ ପଣସ ଖାଆନ୍ତୁ ନାହିଁ। ବିଶେଷ୍‌ କରି ପେଟଜନିତ ରୋଗ ପାଇଁ ଅପରେସନ୍‌ କରାଇଥିଲେ ପଣସ ଆଦୌ ଖାଆନ୍ତୁ ନାହିଁ।

୪. ଖାଦ୍ୟ ଖାଇସାରିବା ପରେ ଯଦି ଆପଣଙ୍କର ପାନ ଖାଇବାର ଅଭ୍ୟାସ୍‌ ରହିଛି, ତେବେ ପଣସ ଖାଇବା ପରେ ସଙ୍ଗେ ସଙ୍ଗେ ପାନ ଖାଆନ୍ତୁ ନାହିଁ। ଯଦି ପାନ ଖାଇବେ ତେବେ ପଣସ ତରକାରୀ ଖାଆନ୍ତୁ ନାହିଁ। ସେହିଭଳି ପିତ୍ତଜନିତ ସମସ୍ୟା ଥିଲେ ପଣସ ଖାଇବାରୁ ଦୂରେଇ ରହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story