କେଉଁମାନଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ମନା

ଅଧିକାଂଶ ଲୋକଙ୍କୁ ଖାଦ୍ୟ ପଦାର୍ଥରେ କଞ୍ଚା ଲଙ୍କା ଖାଇବା ଭାରି ପସନ୍ଦ। ସେହିପରି ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲଙ୍କା ବ୍ୟବହାର ହୁଏ। ବେଳେ ବେଳେ ଅନେକ ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ଲଙ୍କା ଖାଇବା ପସନ୍ଦ। ଅତ୍ୟଧିକ ପରିମାଣରେ ନ ଖାଇଲେ ମଧ୍ୟ ଏହାକୁ ସେବନ କରିବା ଅତ୍ୟାନ୍ତ ଆବଶ୍ୟକ। ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ କିଛି ଲୋକ ଆଦୌ ଲଙ୍କା ଖାଇବା […]

Chilly-1

Chilly-1

Madhupriya Mistry
  • Published: Saturday, 21 August 2021
  • Updated: 21 August 2021, 05:25 PM IST

Sports

Latest News

ଅଧିକାଂଶ ଲୋକଙ୍କୁ ଖାଦ୍ୟ ପଦାର୍ଥରେ କଞ୍ଚା ଲଙ୍କା ଖାଇବା ଭାରି ପସନ୍ଦ। ସେହିପରି ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲଙ୍କା ବ୍ୟବହାର ହୁଏ। ବେଳେ ବେଳେ ଅନେକ ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ଲଙ୍କା ଖାଇବା ପସନ୍ଦ। ଅତ୍ୟଧିକ ପରିମାଣରେ ନ ଖାଇଲେ ମଧ୍ୟ ଏହାକୁ ସେବନ କରିବା ଅତ୍ୟାନ୍ତ ଆବଶ୍ୟକ। ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ କିଛି ଲୋକ ଆଦୌ ଲଙ୍କା ଖାଇବା ଉଚିତ୍ ନୁହେଁ। ଏହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେବେ କେଉଁମାନେ ଲଙ୍କା ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା

-ଆଜମା ତଥା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଭୁଲ୍‌ରେ ବି ଲଙ୍କା ଖାଇବା ଉଚିତ ନୁହେଁ। ଅଧିକ ଲଙ୍କା ଖାଇବା ଦ୍ୱାରା ଆଜମା ଆଟାକ୍‌ ଆସିପାରେ। ଯଦି ଆପଣ ଆଜ୍‌ମା ରୋଗରେ ପୀଡିତ କିମ୍ବା କୌଣସି ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡିତ, ତେବେ ଲଙ୍କା ବିଶେଷତଃ ନାଲି ଲଙ୍କା ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ।

- ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ୍ ନୁହେଁ। ନଚେତ୍ ଏହି ସମସ୍ୟା ପାଇଲ୍ସର ରୂପ ନେଇଥାଏ। ଏହା ବ୍ୟତୀତ, ଯେଉଁମାନଙ୍କ ପାଖରେ ପୂର୍ବରୁ ପାଇଲସ୍ ସମସ୍ୟା ଅଛି, ସେମାନଙ୍କ ପାଇଁ ଲଙ୍କାର ବ୍ୟବହାର ସେମାନଙ୍କ ସମସ୍ୟା ବଢ଼ାଇପାରେ।

- ଯେଉଁମାନଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମଧ୍ୟ ଲଙ୍କା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣଙ୍କ କୁଣ୍ଡେଇ ହେବା, ଚର୍ମରେ କୌଣସି ଦାଗ ପଡିବା କିମ୍ବା ଚର୍ମ ନାଲି ପଡିଯାଉଥାଏ ତେବେ ଲଙ୍କା ଖାଆନ୍ତୁ ନାହିଁ। କଞ୍ଚା ଲଙ୍କାରେ କ୍ୟାପସାଇସିନ୍ ଥାଏ, ଯାହା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ।

- ସେହିପରି ଯେଉଁମାନଙ୍କ ଅଲସର୍‌ ସମସ୍ୟା ରହିଛି, ସେମାନେ ମଧ୍ୟ ଲଙ୍କା ଖାଇବା ଉଚିତ ନୁହେଁ। ଲଙ୍କା ଖାଇବା ଦ୍ୱାରା କ୍ଷତ ଆହୁରି ଗଭୀର ହୋଇଥାଏ, ଏଥିସହ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଥାଏ।

-ଆସିଡିଟି ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ଲଙ୍କା ଖଇବା ଠାରୁ ଦୂରେଇ ରହିବା ଉଚିତ। ବିଶେଷ କରି ନାଲି ଲଙ୍କା ଭୁଲ୍‌ରେ ବି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ଆସିଡିଟି ସମସ୍ୟା ବଢ଼ିଥାଏ। ଏହାବ୍ୟତୀତ ଯେଉଁବ୍ୟକ୍ତି ଅଧିକ ପରିମାଣରେ ଲଙ୍କା ଖାଆନ୍ତି, ସେମାନଙ୍କୁ ଡାଇରିଆ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story