ଓଭର-ସାଇଜ ଟି-ଶାର୍ଟକୁ ନେଇ ଟେନସନ୍‌, ଏଥିରେ ବି ଲାଗି ପାରିବେ ଷ୍ଟାଇଲିଶ୍‌...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ବେଳେବେଳେ ଶପିଂ କରିବାକୁ ଯାଇଥିବା ବେଳେ ଜଲଦିରେ ଆମେ କିଛି ଭୁଲ କରିବସୁ। ଜାଣତରେ ହେଉ ବା ଅଜାଣତରେ ବେଳେବେଳେ ଭଲ ଲାଗିଲେ ଆମେ ସାଇଜ ନ ଦେଖି ଓଭର ସାଇଜର ଟି-ଶାର୍ଟ ନେଇ ଆସିଥାଉ। ହେଲେ ଘରେ ଆସି ମୁଣ୍ଡରେ ହାତ ଦେଉ। ତାହାକୁ ରଖିବୁ, ନା ଫେରାଇବକୁ ସେଇ ଦ୍ୱନ୍ଦ୍ୱରେ ପଡୁ। ହେଲେ ଏପରି ସ୍ଥିତିରେ ବେଶି ଟେନସନ ନିଅନ୍ତୁ ନାହିଁ। ଏହି ଓଭର ସାଇଜ ଟି-ଶାର୍ଟରେ ବି ଆପଣ ଲାଗି […]

top-12..

top-12..

Niharika Rout
  • Published: Monday, 27 May 2019
  • Updated: 27 May 2019, 09:28 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ବେଳେବେଳେ ଶପିଂ କରିବାକୁ ଯାଇଥିବା ବେଳେ ଜଲଦିରେ ଆମେ କିଛି ଭୁଲ କରିବସୁ। ଜାଣତରେ ହେଉ ବା ଅଜାଣତରେ ବେଳେବେଳେ ଭଲ ଲାଗିଲେ ଆମେ ସାଇଜ ନ ଦେଖି ଓଭର ସାଇଜର ଟି-ଶାର୍ଟ ନେଇ ଆସିଥାଉ। ହେଲେ ଘରେ ଆସି ମୁଣ୍ଡରେ ହାତ ଦେଉ। ତାହାକୁ ରଖିବୁ, ନା ଫେରାଇବକୁ ସେଇ ଦ୍ୱନ୍ଦ୍ୱରେ ପଡୁ। ହେଲେ ଏପରି ସ୍ଥିତିରେ ବେଶି ଟେନସନ ନିଅନ୍ତୁ ନାହିଁ। ଏହି ଓଭର ସାଇଜ ଟି-ଶାର୍ଟରେ ବି ଆପଣ ଲାଗି ପାରିବେ ହଟ୍‌, ଟ୍ରେଣ୍ଡି ଓ ଷ୍ଟାଇଲିଶ ।

-ଏପରି ଟି-ଶାର୍ଟକୁ  ଜିନ୍ସ ସହ ମ୍ୟାଚ କରନ୍ତୁ। ଆଉ ଏହା ଉପରେ ଫିଟିଂ ବ୍ଲେଜର କିମ୍ୱା ଜ୍ୟାକେଟ ପିନ୍ଧି ଦିଅନ୍ତୁ। ଏହା ସାଙ୍ଗକୁ ପିନ୍ଧନ୍ତୁ ହାଇ ହିଲ୍ସ। ବେଶି ପରିଶ୍ରମ ବିନା ହିଁ ଆପଣ ଦେଖାଯିବେ ଷ୍ଟାଇଲିଶ୍‌।

-ଏହାବ୍ୟତୀତ ଓଭର ସାଇଜ ଟି-ଶାର୍ଟକୁ ସ୍କର୍ଟ ସହ ବି ପିନ୍ଧି ପାରିବେ। ଏଥିଲାଗି ଆପଣ ହାଇ-ୱେଷ୍ଟ  ସ୍କଟ୍‌ ପିନ୍ଧନ୍ତୁ। ପ୍ଲିଟସ୍‌ ସ୍କଟସ୍‌ କିମ୍ୱା ଡେନିମ ସ୍କଟସ୍‌ ବି ଭଲ ଅପସନ୍‌। ଏବେ କେବଳ ଟି- ଶାର୍ଟ ଇନ୍‌ କରନ୍ତୁ ଓ ହୋଇଯାଆନ୍ତୁ ରେଡି।

-ବଡ ଟି-ଶାର୍ଟରେ ବି ଯଦି ଆପଣ ଚାହୁଁଛନ୍ତି ସୁନ୍ଦର ଦେଖାଯିବାକୁ ତା ହେଲେ ଶର୍ଟସ୍‌ ସହ ପିନ୍ଧନ୍ତୁ। ଚାହିଁଲେ ବେଲ୍ଟ ବି ଲଗାଇ ପାରିବେ।  ଏହାକୁ ଅଣ୍ଟା ଉପରେ ବାନ୍ଧି ଦେଖାଯିବେ କୁଲ୍‌।

- ଆପଣ  ବଡ ସାଇଜର ଟି-ଶାର୍ଟକୁ ୱନ ସାଇଡ୍‌ ଶୋଲଡର ଟପ୍‌ ଭଳି ବି ପିନ୍ଧି ପାରିବେ। ଏହାକୁ ଆପଣଙ୍କୁ କେବଳ ଯେ, ଷ୍ଟାଇଲିଶ୍‌ ଲୁକ୍‌ ଦେବ ତା ନୁହେଁ, ଆପଣ ଏଥିରେ ଦେଖାଯିବେ ହଟ୍‌ ଓ ଗ୍ଲାମରସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story