ଲିପ୍‌ଷ୍ଟିକ୍‌ ଲଗାଇବାରେ ରହିଛି ଏହି ଉପକାରିତା, ଜାଣନ୍ତୁ କ’ଣ

ଭୁବନେଶ୍ୱର: ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ବେଳେ ଓଠ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କାରଣ ଓଠର ମେକ୍‌ଅପ୍‌ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। ଏହାସହ ଆକର୍ଷଣୀୟ ଲୁକ୍‌ ବି ଦେଇଥାଏ। ସେଥିପାଇଁ ଓଠ ମେକ୍‌ଅପ୍ ପାଇଁ ସେମାନେ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର୍‌ ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ଏକ୍ସପର୍ଟମାନେ ମଧ୍ୟ ନିଜ ସ୍କିନ୍‌ ମୁତାବକ୍‌ ଲିପ୍‌ଷ୍ଟିକ୍‌ କଲର୍ ବାଛିବାକୁ ଉପଦେଶ ଦେଇଥାନ୍ତି।  ଆପଣ ଜାଣିଛନ୍ତି, ଲିପ୍‌ଷ୍ଟିକ୍‌ କେବଳ ସୌନ୍ଦର୍ଯ୍ୟ ବଢ଼ାଇ ନଥାଏ, ଏହାର ଅନେକ ଉପକାରିତା ମଧ୍ୟ ରହିଛି। […]

lipstic

lipstic

Ordigital Desk
  • Published: Monday, 13 August 2018
  • Updated: 13 August 2018, 09:43 AM IST

Sports

Latest News

ଭୁବନେଶ୍ୱର: ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ବେଳେ ଓଠ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କାରଣ ଓଠର ମେକ୍‌ଅପ୍‌ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। ଏହାସହ ଆକର୍ଷଣୀୟ ଲୁକ୍‌ ବି ଦେଇଥାଏ। ସେଥିପାଇଁ ଓଠ ମେକ୍‌ଅପ୍ ପାଇଁ ସେମାନେ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର୍‌ ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି।

ଏକ୍ସପର୍ଟମାନେ ମଧ୍ୟ ନିଜ ସ୍କିନ୍‌ ମୁତାବକ୍‌ ଲିପ୍‌ଷ୍ଟିକ୍‌ କଲର୍ ବାଛିବାକୁ ଉପଦେଶ ଦେଇଥାନ୍ତି।  ଆପଣ ଜାଣିଛନ୍ତି, ଲିପ୍‌ଷ୍ଟିକ୍‌ କେବଳ ସୌନ୍ଦର୍ଯ୍ୟ ବଢ଼ାଇ ନଥାଏ, ଏହାର ଅନେକ ଉପକାରିତା ମଧ୍ୟ ରହିଛି।

ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ଏହାର ଉପକାର।

lipsticଏହା ଆପଣଙ୍କୁ  ସୂର୍ଯ୍ୟକିରଣରୁ ରକ୍ଷା କରି କରିବା ସହ ଓଠକୁ କୋମଳ ରଖିଥାଏ।

lipsticଲିପ୍‌ଷ୍ଟିକ୍‌ ଆପଣଙ୍କ ଲୁକ୍‌କୁ ବଦଳାଇ ଦିଏ। ଠିକ୍‌ କଲର୍ ବାଛିଲେ ତାହା ଓଠକୁ ଏକ ଭିନ୍ନ ଲୁକ୍ ଦେଇଥାଏ।

lipstic ଏକ ଗବେଷଣାରୁ ଜଣାପଡ଼ିଛି  ଲିପ୍‌ଷ୍ଟିକ୍‌ ଲଗାଉଥିବା ମହିଳା ଖୁବ୍‌ କନ୍‌ଫିଡେଣ୍ଟ୍‌ ଓ ପାୱାର୍‌ଫୁଲ୍‌ ଅନୁଭବ କରିଥାଆନ୍ତି। ଏମିତି ମହିଳା ଅନ୍ୟଙ୍କୁ ଅଧିକ ଆକର୍ଷିତ କରିଥାନ୍ତି।

lipsticଲିପ୍‌ଷ୍ଟିକ୍‌ ଲଗାଇବା ଦ୍ୱାରା ମନୋବୈଜ୍ଞାନିକ ପ୍ରଭାବ ବି ପଡ଼ିଥାଏ। ଏହା ମସ୍ତିଷ୍କକୁ ଶାନ୍ତି ଦେବା ସହ ମହିଳାମାନଙ୍କୁ ସଶକ୍ତ କରାଇଥାଏ। ଯାହା କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ସାହସ ଯୋଗାଇଥାଏ।

lipsticଲିପ୍‌ଷ୍ଟିକ୍‌ ଆପଣଙ୍କୁ ସେକ୍ସି ଲୁକ୍‌ ଦେଇଥାଏ। ଡ୍ରେସ୍‌ ସହ ବ୍ରାଇଟ୍‌ କିମ୍ବା ବ୍ଲଡ୍‌ ରେଡ୍‌ କଲର୍‌ ଲିପଷ୍ଟିକ୍‌ ସେନ୍ସୁଆଲ୍‌ ଅପିଲ୍‌ ବଢାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story