କମ୍‌ ଖର୍ଚ୍ଚରେ ଚମକଦାର ତ୍ୱଚା ଚାହୁଁଛନ୍ତି, ଘରେ ପ୍ରସ୍ତୁତ କରନ୍ତୁ ସ୍କ୍ରବ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଖରାଦିନେ ଯେପରି ଅତ୍ୟଧିକ ଗରମ ଓ ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି  ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ଯାଏ। ଫଳରେ ତ୍ୱଚା ତା’ର ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଦାମୀ କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଅନେକ ସମୟରେ ଏଥିରୁ ବି ଆଶାମୁତାବକ ଫଳ ମିଳି ନଥାଏ। କିନ୍ତୁ ବିଶ୍ୱାସ ନ ହେଲେ ବି ରୋଷେଇ ଘରେ ଥିବା […]

scrub-1...

scrub-1...

Niharika Rout
  • Published: Monday, 08 July 2019
  • Updated: 08 July 2019, 01:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଖରାଦିନେ ଯେପରି ଅତ୍ୟଧିକ ଗରମ ଓ ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି  ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ଯାଏ। ଫଳରେ ତ୍ୱଚା ତା’ର ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଦାମୀ କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଅନେକ ସମୟରେ ଏଥିରୁ ବି ଆଶାମୁତାବକ ଫଳ ମିଳି ନଥାଏ।

କିନ୍ତୁ ବିଶ୍ୱାସ ନ ହେଲେ ବି ରୋଷେଇ ଘରେ ଥିବା କିଛି ସାମଗ୍ରୀ ବ୍ୟବହାର କରି ଆପଣ ତ୍ୱଚାର ଚମକ ଫେରାଇ ଆଣି ପାରିବେ। ଏହି ସାମଗ୍ରୀଗୁଡ଼ିକୁ ମିଶାଇ ଆପଣ ସ୍କ୍ରବ୍ ତିଆରି କରିପାରିବେ। ଆଉ ଏହା ଆପଣଙ୍କ ତ୍ୱଚାର ଚମକ ଫେରାଇ ଆଣିବାରେ ନିଶ୍ଚୟ ସହାୟକ ହେବ। ତା’ହେଲେ ପଢ଼ି ନିଅନ୍ତୁ ବିଭିନ୍ନ ରୋଷେଇ ସାମଗ୍ରୀକୁ ମିଶାଇ ସ୍କ୍ରବ୍ ତିଆରି କରିବାର ଏହି ଟିପ୍ସ।

ପ୍ରଥମେ ଓଟମିଲ୍‌କୁ ଚୂନା କରି ସେଥିରେ ଅଳ୍ପ କ୍ଷୀର ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ ଆଙ୍ଗୁଳି ସାହାଯ୍ୟରେ କିଛି ସମୟ ମସାଜ କରନ୍ତୁ। ଏହାପରେ ୧୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ତା’ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ମୁହଁ ଧୋଇବାକୁ ଗରମ କିମ୍ବା ଥଣ୍ଡା ପାଣି ବ୍ୟବହାର କରିବାର ଆବଶ୍ୟକତା ନାହିଁ।

- ଘରକୁ କମଳା ନିଶ୍ଚିତ ଆଣୁଥିବେ। କମଳା ଖାଇ ଚୋପା ଫୋପାଡ଼ି ଦେଉଥିବେ। ତେବେ ଏହି କମଳା ଚୋପାକୁ ନ ଫୋପାଡ଼ି ସେଥିରେ ଚନ୍ଦନ ପାଉଡ଼ର ଓ ମୁଲତାନି ମାଟି ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇଲେ ଡେଡ୍‌ ସେଲ୍‌ସ ବାହାରିବା ସହ ତ୍ୱଚାର ଚମକ ଫେରି ଆସିବ।

 ସେହିପରି ସ୍କ୍ରବ ପ୍ରସ୍ତୁତ କରିବା ଲାଗି ୨ଟି ବଡ଼ ଚାମଚ ବେକିଙ୍ଗ ସୋଡା, ଏକ ଛୋଟ ଚାମଚ ହଳଦୀ, ଏକ ଛୋଟ ଚାମଚ ଡାଲଚିନି ପାଉଡର, କିଛି ଲେମ୍ବୁ ରସ ଓ ମହୁ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ପେଷ୍ଟ୍ କରନ୍ତୁ ଓ ଏହାକୁ ତ୍ୱଚାରେ ଲଗାଇ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଧ୍ୟାନ ରଖିବେ ଯେମିତି, ଏହାକୁ  ସପ୍ତାହରେ ୨ ଥରରୁ ଅଧିକ ବ୍ୟବହାର କରିବେ ନାହିଁ। କାରଣ ବେକିଂ ସୋଡା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ।

ବର୍ଷା ଦିନେ ଆଲର୍ଜି ଓ କୁଣ୍ଡାଇ ହେବା ପରି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ତେଣୁ ତ୍ୱଚାକୁ ସଫା ରଖିବା ଲାଗି ଘରେ ଏକ ସ୍ପେଶାଲ ପାଉଡର ପ୍ରସ୍ତୁତ କରି ପାରିବେ। ଏହାକୁ ପ୍ରସ୍ତୁତ କରିବା ଚଣା ପାଉଡ଼ର ଯେତିକି ନେବେ ତା’ର ଅଧା ମେଥି ପାଉଡର ନେଇ ଉଭୟକୁ ମିଶାଇ ଦିଅନ୍ତୁ। ଏବେ ଏଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହା ଯେ, କେବଳ ସ୍କିନ୍‌କୁ ପୂରା ସଫା କରେ ତା ନୁହେଁ, ଏହାଦ୍ୱାରା ତ୍ୱଚାରେ ଚମକ ବି ଆସିଯିବ।

ମୁଲତାନି ମାଟି, ଚଣା ପାଉଡର ଓ ଚନ୍ଦନ ପାଉଡରକୁ ସମାନ ମାତ୍ରାରେ ମିଶାଇ ଦିଅନ୍ତୁ।  ଏହାକୁ ଏକ ଡବାରେ ଟାଇଟ୍‌ ଭାବେ ବନ୍ଦ କରି ରଖନ୍ତୁ। ମୁହଁରେ ଲଗାଇବା ସମୟରେ ଏକ ବଡ଼ ଚାମଚରେ ପାଉଡ଼ର ନେଇ ସେଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ତା’ପରେ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ଶୁଖିବାକୁ ଛାଡ଼ି ଦିଅନ୍ତୁ। ଶୁଖିଗଲା ପରେ ନର୍ମାଲ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଘରେ ପ୍ରସ୍ତୁତ ଏହି ମାସ୍କ ମୁହଁରୁ ମଇଳା ଦୂର କରିବାରେ ସାହାଯ୍ୟ କରିଥାଏ।

ଏହି ସମସ୍ତ ସ୍କ୍ରବ୍‌ ଆପଣ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହାଦ୍ୱାରା ବହୁତ କମ୍‌ ଖର୍ଚ୍ଚରେ ଏକ ଚମକଦାର ତ୍ୱଚା ପାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story