ଘରେ କେବେ ପ୍ରସ୍ତୁତ କରିଛନ୍ତି ପନୀର ଓ ଅଟାରୁ ପ୍ରସ୍ତୁତ ମିଠା

ଆବଶ୍ୟକ ସାମଗ୍ରୀ: ପନୀର -୧୫୦ ଗ୍ରାମ, ଗୋଟିଏ ଚାମଚ କର୍ଣ୍ଣଫ୍ଲୋର, ୪ ଚାମଚ ଅଟା,  ଆବଶ୍ୟକ ଅନୁଯାୟୀ ଚିନି, ଛାଣିବା ଲାଗି ତେଲ, କିଛି କେଶର।  ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନୀର ସହ କର୍ଣ୍ଣଫ୍ଲୋର, ଅଟା ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ଏକ ଗ୍ରାଇଣ୍ଡର ଜାର୍‌ରେ  ପଶାନ୍ତୁ। ଏହାପରେ କେଶର ମିଶା ଅଧା ଗିନା ପାଣିକୁ ଏହି ମିଶ୍ରଣରେ ଢାଳନ୍ତୁ। ପରେ ଆବଶ୍ୟକ ମୁତାବକ ପାଣି ପକାଇ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏହା […]

sweet-1..

sweet-1..

Niharika Rout
  • Published: Saturday, 13 July 2019
  • Updated: 13 July 2019, 02:43 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ପନୀର -୧୫୦ ଗ୍ରାମ, ଗୋଟିଏ ଚାମଚ କର୍ଣ୍ଣଫ୍ଲୋର, ୪ ଚାମଚ ଅଟା,  ଆବଶ୍ୟକ ଅନୁଯାୟୀ ଚିନି, ଛାଣିବା ଲାଗି ତେଲ, କିଛି କେଶର।

 ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନୀର ସହ କର୍ଣ୍ଣଫ୍ଲୋର, ଅଟା ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ଏକ ଗ୍ରାଇଣ୍ଡର ଜାର୍‌ରେ  ପଶାନ୍ତୁ। ଏହାପରେ କେଶର ମିଶା ଅଧା ଗିନା ପାଣିକୁ ଏହି ମିଶ୍ରଣରେ ଢାଳନ୍ତୁ। ପରେ ଆବଶ୍ୟକ ମୁତାବକ ପାଣି ପକାଇ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏହା କ୍ରିମ୍‌ ଭଳି ସଫ୍ଟ ହୋଇଯିବ।

ପାଇପିନ ବ୍ୟାଗର ଅଗ୍ର ଭାଗକୁ କାଟି ସେଥିରେ ଷ୍ଟାର ନୋଜଲ୍‌ ଭର୍ତ୍ତି କରି ଦିଅନ୍ତୁ। ଏହି ବ୍ୟାଗକୁ ଏକ ଗ୍ଲାସ୍‌ରେ ଭର୍ତ୍ତି କରନ୍ତୁ। ଏବେ ଘୋଳକୁ ଏହି ବ୍ୟାଗ୍‌ରେ ପଶାଇ ଉପରୁ ଏକ ରବର ବାନ୍ଧି ଦିଅନ୍ତୁ।

ଏବେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଗରମ ହେଲା ପରେ ଏହି ଘୋଳକୁ ଛୋଟ ଛୋଟ ଫୁଲ ଭଳି କରି ତେଲରେ ପକାନ୍ତୁ। ଲୋ ଫ୍ଲେମ୍‌ରେ ହାଲକା ବ୍ରାଉନ କଲର ହେବା ଯାଏ ୨ ପାର୍ଶ୍ୱକୁ ଛାଣନ୍ତୁ। ପରେ ବାହାର କରି ଦିଅନ୍ତୁ।

ଏବେ ଚିନି ସିରା ପ୍ରସ୍ତୁତ କରିବା। ଗୋଟିଏ ଗିନା ଚିନିରେ ଗୋଟିଏ କପ୍‌ ପାଣି ମିଶାଇ ଫୁଟାଇ ଦିଅନ୍ତୁ। ବାସ୍ନା ଲାଗି କିଛି ଗୁଜରାତି ଗୁଣ୍ଡ ପକାଇ ଦିଅନ୍ତୁ। ସିରା ଟିକେ ଅଠା ଅଠା ଲାଗିଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏଥିରେ କିଛି ଲେମ୍ବୁ କାଟି ପକାଇ ଦିଅନ୍ତୁ।

କିଛି ସମୟ ପରେ ଉଷୁମ ସିରାରେ ଏହି ଛଣାକୁ ପକାଇ ଦିଅନ୍ତୁ। ପ୍ରାୟ ୨-୩ ଘଣ୍ଟା ପରେ ଏହାକୁ ଖାଇବା ଲାଗି ସର୍ଭ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story