OR Bureau     2:49 pm, February 28, 2022

ଭୋଟ୍ ଗଣତି ଅପଡେଟ : ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି-୩ରେ ବିଜେଡିର ଗଣେଶ ଭୋଇ ଆଗୁଆ

Panchayat election vote count

2:49 pm, February 28, 2022

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି-୩ରେ ବିଜେଡିର ଗଣେଶ ଭୋଇ ଆଗୁଆ

2:47 pm, February 28, 2022

ନୟାଗଡ଼: ନୟାଗଡ଼-୧୫ରେ ବିଜେଡିର ସରୋଜ ରଣସିଂହ, ନୟାଗଡ଼-୨୩ରେ ବିଜେପିର ଲକ୍ଷ୍ମୀପ୍ରିୟା ତରାଇ, ନୟାଗଡ଼-୨୪ରେ ବିଜେଡିର ଜ୍ୟୋସ୍ନାମୟୀ ଦାସ ଆଗୁଆ

2:45 pm, February 28, 2022

ଓଡ଼ଗାଁ-୪ରେ ବିଜେଡିର ସଂଯୁକ୍ତା ପଢ଼ିଆରୀ, ଦଶପଲ୍ଲା-୧୧ରେ ବିଜେଡିର ବସନ୍ତ ପ୍ରଧାନ, ଖଣ୍ଡପଡ଼ା-୭ରେ ବିଜେଡିର ବିଷ୍ଣୁପ୍ରିୟା ବେହେରା, ଓଡ଼ଗାଁ-୩ରେ ବିଜେଡିର ଚିନ୍ମୟୀ ଦାସ,ନୟାଗଡ଼-୧୪ରେ ବିଜେଡିର ଆଶିଷ ଅଗ୍ରୱାଲ ଆଗୁଆ

2:43 pm, February 28, 2022

ନୂଆପଡ଼ା: କୋମନା-୩ରେ ବିଜେଡିର ଦୀପିକା କୌଶଲ୍ୟା, ନୂଆପଡ଼ା-୯ରେ କଂଗ୍ରେସର ଭରତଲାଲ ରାଉତ, ଖରିଆର-୬ରେ ବିଜେଡିର ମାଲ୍ୟବନ୍ତ ସୁନା, ସିନାପାଲି-୧୪ରେ ବିଜେପିର ଆଶା ଜୈନ ଆଗୁଆ

2:39 pm, February 28, 2022

ପୁରୀ : ପୁରୀ ସଦର-୨୭ରେ ବିଜେଡିର ସରୋଜିନୀ ବେହେରା, ଡେଲାଙ୍ଗ-୧୭ରେ ବିଜେଡିର ଦୀପ୍ତିଶ୍ରୀ ରାଉତରାୟ, କଣାସ-୫ରେ ବିଜେଡିର ଲିଙ୍ଗରାଜ ସ୍ୱାଇଁ ଆଗୁଆ

2:36 pm, February 28, 2022

ପୁରୀ : ବ୍ରହ୍ମଗିରି-୩୦ରେ ବିଜେଡିର ଜମ୍ବେଶ୍ୱର ସାହୁ, ଗୋପ-୧୩ରେ ବିଜେଡିର ମୋନାଲିସା ସେଠୀ, ଗୋପ-୧୪ରେ ବିଜେପିର ଲକି ସାହୁ, ସତ୍ୟବାଦୀ-୩୩ରେ ବିଜେପିର ରତିକାନ୍ତ ମିଶ୍ର ଆଗୁଆ

2:14 pm, February 28, 2022

ଖୋର୍ଦ୍ଧା: ଟାଙ୍ଗୀ-୧୨ରେ ବିଜେଡିର ବିଜୟ ପାଲଟାସିଂ, ଟାଙ୍ଗୀ-୧୧ରେ ବିଜେଡିର ଅନସୂୟା ବେହେରା, ବାଲିପାଟଣା-୨୧ରେ ବିଜେଡିର ପବିତ୍ର ପଟେଲ ଆଗୁଆ

2:11 pm, February 28, 2022

ଖୋର୍ଦ୍ଧା: ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ, ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରାଏ, ବୋଲଗଡ଼-୨୭ରେ ବିଜେଡିର ପ୍ରଦୀପ୍ତ ଛୋଟରାୟ, ବାଲିଅନ୍ତା-୧୮ରେ ବିଜେଡିର ମଙ୍ଗରାଜ ବେହେରା ଆଗୁଆ

2:04 pm, February 28, 2022

କେନ୍ଦୁଝର: ହାଟଡିହି-୩୬ରେ ବିଜେଡିର କୌଶଲ୍ୟା ସେଠୀ, ହାଟଡିହି-୩୭ରେ ବିଜେଡିର ବିମ୍ବାଧର ବିଶ୍ୱାଳ ଆଗୁଆ

2:04 pm, February 28, 2022

କେନ୍ଦୁଝର: ପାଟଣା-୨୩ରେ ବିଜେଡିର ରୁନୁ ମହାନ୍ତ,ଯୋଡ଼ା-୨୮ରେ ବିଜେଡିର ଦିଲୀପ ନାୟକ, ହରିଚନ୍ଦନପୁର-୩୩ରେ ବିଜେଡିର ମଇନ ସୋରେନ ଆଗୁଆ