OR Bureau     12:38 pm, February 1, 2021

ବଜେଟ୍ LIVE ଅପଡେଟ ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ

Union-Budget-Live-Update

ଆଜି ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ ହେଉଛି। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଟାବ୍‌ ଜରିଆରେ ଆର୍ଥିକ ବର୍ଷ୨୦୨୧-୨୨ର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ …ଜାଣନ୍ତୁ ବଜେଟ ଉପସ୍ଥାପନର ଟିଖିନିଖି ଖବର

12:38 pm, February 1, 2021

ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ