ତିନି ଦିନିଆ ଆମେଥୀ ଗସ୍ତରେ ରହୁଲ ଗାନ୍ଧି

ଆମେଥୀ:ଆଜିଠାରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧି ଉତ୍ତରପ୍ରଦେଶର ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେ ମଙ୍ଗଳବାରଦିନ  କଶରା ଗାଁରେ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଉତ୍ତରପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ରାଜୀବ ସିଂହ। ସେ କହିଛନ୍ତି ଶ୍ରୀ ଗାନ୍ଧି ଆମେଥୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏମପି ଫଣ୍ଡରୁ ବିଭିନ୍ନ ଉନ୍ନତିମୂଳକ ଯୋଜନାର ଶୁଭାରମ୍ଭ କରିବେ। ଏହାସହ  କଂଗ୍ରେସ ଉପାଧ୍ୟକ୍ଷ ରାହୁଲଗାନ୍ଧି ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ରହିଛି ଚାଷୀଙ୍କ ପାଇଁ ସୋଲାର ୱାଟର ପମ୍ପ, ମ୍ୟାରେଜ ହାଉସ ଓ ରାସ୍ତା। ଦୁଇଦିନ ତଳେ ଏହି ଲୋକସଭା ମଣ୍ଡଳୀକୁ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆସିଥିଲେ। ଉଭୟଙ୍କ ମଧ୍ୟରେ ଫୁଡ ପାର୍କକୁ ନେଇ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

ନେପାଳ କରିବ ଅଯୋଧ୍ୟାପୁରୀ ଧାମ, ୪୦ ଏକର ଜମି ମଞ୍ଜୁର

ବାବ୍ରୀ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ମୁସଲିମ ପର୍ସନାଲ ଲ’ ବୋର୍ଡ!

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

ମୁଦ୍ରା ଋଣର ଗତି କୁଆଡ଼େ?

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ବାବ୍ରୀ ମସଜିଦ ଭଙ୍ଗା ଘଟଣା: କ’ଣ ପାଇଁ ନିର୍ଦ୍ଦୋଷରେ ଖଲାସ ହୋଇଗଲେ ଅଭିଯୁକ୍ତ

ବାବ୍ରୀ ରାୟ: କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଦୋଷମୁକ୍ତ ହେବା ପରେ ଗୋୟେଲ୍ କହିଲେ ‘ମୁଁ ମସଜିଦ୍ ଭାଙ୍ଗିଛି’, ରାୟକୁ ନାପସନ୍ଦ କଲେ ଓଓ୍ୱେସୀ

ବାବ୍ରି ରାୟକୁ ନେଇ ଜବାବ ରଖିଲେ ଆଡ଼ଭାନୀ

UPSC ପ୍ରିଲିମସ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ଖାରଜ