ପାମ୍ପୋର ଆକ୍ରମଣ ପଛରେ ହାଫିଜ୍ ସଇଦ୍‌ ଜ୍ୱାଇଁର ହାତ!

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ପାମ୍ପୋରରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ମୁଖ୍ୟ ହଫିଜ୍ ସଇଦ୍‌ର ଜ୍ୱାଇଁ ଖାଲିଦ୍ ବଲିଦ୍‌ର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରୁଛି। ଘଟଣା ସମୟରେ ଖାଲିଦା ବାରମ୍ୱାର ଲସ୍କର କମାଣ୍ଡରଙ୍କ ସମ୍ପର୍କରେ ଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୮ ଯବାନ୍ ସହିଦ୍‌ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଆକ୍ରମଣ ଘଟଣା ପାଇଁ ଲସ୍କର ମୁଖ୍ୟ  ନିଜକୁ ଦାୟୀ କରିବା ସହ କାଶ୍ମୀରକୁ ବିଜୟ ପାଇବା ଯାଏଁ  ଭାରତୀୟ ସୁରକ୍ଷା ବଳ ଉପରେ ଆକ୍ରମଣ ଜାରି ରହିବ ବୋଲି କହିଛି।

ଆତଙ୍କବାଦୀ ଆକ୍ରମଣ ପରେ ଗୃହମନ୍ତ୍ରୀ ରାଜନାଥ ସିଂ ସିଆରପିଏଫ୍ ଡିଜି ଦୁର୍ଗା ପ୍ରସାଦଙ୍କୁ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପୁଲିସ୍‌ର ଡବଲ୍‌ ଏନକାଉଣ୍ଟର୍‌: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ

ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ

ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ବିବାଦ ଶେଷ ହେବା ପରେ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରଖିବ ଭାରତ

କରୋନା ମୃତକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ

ଦୂରଦର୍ଶନକୁ ଛାଡ଼ି ନେପାଳରେ ସବୁ ଭାରତୀୟ ନ୍ୟୁଜ ଚ୍ୟାନେଲ ବନ୍ଦ

ସୁନା ଚୋରା ଚାଲାଣ ମାମଲା, ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଲା କେନ୍ଦ୍ର

୧୦ରୁ ୧୩ ଲକଡାଉନ୍, ଜରୁରୀକାଳୀନ ସେବା ମିଳିବ

ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ