ଲଲିତଙ୍କ ଖୁଲାସା: ବରୁଣ ଗାନ୍ଧି ସୋନିଆଙ୍କ ଜରିଆରେ ସବୁ ମାମଲାର ସମାଧାନ କରାଇ ଦେବାକୁ କହିଥିଲେ

ନୂଆଦିଲ୍ଲୀ: ଆଇପିଏଳର ପୂର୍ବତନ କମିଶନର ଲଲିତ ମୋଦିଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ସୁଷମା ସ୍ୱରାଜ, ବସୁନ୍ଧରା ରାଜେଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଫସିଛନ୍ତି ମୋଦି ବିବାଦରେ । ମଙ୍ଗଳବାର ରାତିରେ ମୋଦି ଟ୍ୱଇଟ କରି ସୋନିଆ ଗାନ୍ଧି ଓ ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ ନେଇ ଏକ ବଡ ଖୋଲାସା କରିଛନ୍ତି । ସେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ବରୁଣ ତାଙ୍କ ଲଣ୍ଡନ ସ୍ଥିତ ଘରକୁ ଆସି ସୋନିଆଙ୍କ ସହ ସବୁ ମାମଲାର ରଫଦଫା କରାଇ ଦେବାକୁ ଭରଷା ଦେଇଥିଲେ ।

ଲଲିତ ମୋଦିଙ୍କ କହିବା ଅନୁସାରେ ବରୁଣ ତାଙ୍କୁ ଇଟାଲୀରେ ରହୁଥିବା ସୋନିଆଙ୍କ ଭଉଣୀଙ୍କୁ ଦେଖା କରିବାକୁ କହିଥିଲେ । ମୋଦି ଟ୍ୱିଟ କରି ଦାବି କରିଛନ୍ତି ଯେ, ସୋନିଆଙ୍କ ଭଉଣୀ କାମ କରିଦେବାକୁ ୩୬୦ କୋଟି ଟଙ୍କା ମାଗିଥିଲେ । ଏପରି କି ବରୁଣଙ୍କ ସହ ହୋଇଥିବା ସବୁ ଆଲୋଚନାର ଭିଡିଓ ତାଙ୍କ ପାଖରେ ଥିବା ଲଲିତ ମୋଦି ଦାବି କରିଛନ୍ତି । ଏବେ ବରୁଣ ନିଜ ସାନ ମାଆଙ୍କ ସମ୍ପର୍କରେ କ’ଣ କହିଥିଲେ ନିଜ ପ୍ରକାଶ କରିବା ଦରକାର ବୋଲି ଲଲିତ ମୋଦି କହିଛନ୍ତି ।

ଆହୁରି ପଢ଼ନ୍ତୁ

ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

କଂଗ୍ରେସ ସହ ପୁଣି ଯୋଡ଼ିହେବେ ସଚିନ, ରଖିଲେ ମୁଖ୍ୟମନ୍ତ୍ରୀ ସର୍ତ୍ତ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

ଆଉ ଦୁଇ ଦିନ ପରେ ଆସିବ ପ୍ରଥମ କରୋନା ଟିକା! ଗବେଷକମାନେ ବି ବ୍ୟବହାର କଲେ

ରାଜସ୍ଥାନ ସଙ୍କଟରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ ପାଇଲଟ