ବରଫ ଅତଡ଼ା ଧସିବାରୁ ପୋତି ହୋଇଗଲା ଗାଡ଼ି, ୧୦ ନିଖୋଜ

ଲେହ: ଶୁକ୍ରବାର ସକାଳୁ ଲଦାଖରେ ଏକ ବଡ଼ ଧରଣର ଅଘଟ ଘଟିଛି। ଜମ୍ମୁ-କଶ୍ମୀରର ଖାରାଡୁଙ୍ଗ ଲାଲଠାରେ ଭୟଙ୍କର ଭାବେ ବରଫ ଅତଡ଼ାମାନ ଧସିବା ଆରମ୍ଭ ହୋଇଛି। ବରଫ ଅତଡ଼ା ତଳେ ଗୋଟିଏ ଗାଡ଼ି ପୋତି ହୋଇଯିବାରୁ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କପ୍ରିଓରେ ୧୦ ଜଣ ଲୋକ ବରଫ ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ଗାଡ଼ିଟି ବରଫରେ ସୃଷ୍ଟି […]

o

o

Hemant Lenka
  • Published: Friday, 18 January 2019
  • Updated: 18 January 2019, 11:05 AM IST

Sports

Latest News

ଲେହ: ଶୁକ୍ରବାର ସକାଳୁ ଲଦାଖରେ ଏକ ବଡ଼ ଧରଣର ଅଘଟ ଘଟିଛି। ଜମ୍ମୁ-କଶ୍ମୀରର ଖାରାଡୁଙ୍ଗ ଲାଲଠାରେ ଭୟଙ୍କର ଭାବେ ବରଫ ଅତଡ଼ାମାନ ଧସିବା ଆରମ୍ଭ ହୋଇଛି। ବରଫ ଅତଡ଼ା ତଳେ ଗୋଟିଏ ଗାଡ଼ି ପୋତି ହୋଇଯିବାରୁ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କପ୍ରିଓରେ ୧୦ ଜଣ ଲୋକ ବରଫ ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ଗାଡ଼ିଟି ବରଫରେ ସୃଷ୍ଟି ହୋଇଥିବା ଏକ ପାଚେରୀକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗାଡ଼ି ସହ ବରଫ ଅତଡ଼ା ମଧ୍ୟରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ମୋଟରଗାଡ଼ି ଯାତାୟାତ କରିପାରୁ ଥିବା ଖାରାଡୁଙ୍ଗ ଉତ୍ତର ଲେହରେ ରହିଛି। ଏହି ରାସ୍ତାଟି ଶାୟୋକ ଓ ନୁବାରା ଉପତ୍ୟକାକୁ ସଂଯୋଗ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story