ମୂଷା ଖାଇଗଲା ୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସ୍ୱର୍ଗରେ ଚିତ୍ରଗୁପ୍ତ ଯେବେ ହିସାବ କରୁଥିବେ ଯେ, କେଉଁ ଜୀବ ମାୟା-ମୋହ ବନ୍ଧନଠାରୁ ଦୂରରେ ରହିଛି, ତେବେ ମୂଷାର ନାମ ଆଗରେ ରହିବ । ଏତେ ଭୟାନକ ଜୀବ ବ୍ରହ୍ମାଣ୍ଡରେ କେଉଁଠାରେ ଆପଣ ଦେଖିବାକୁ ପାଇବେନି । ଯେମିତି କାଠ କାଟିଥାଏ, ସେହିପରି କପଡା ମଧ୍ୟ କାଟିଥାଏ । ଯେମିତି ଶୁଖିଲା ରୁଟିକୁ ଖାଇଥାଏ, ଠିକ୍‌ ସେହିପରି ଲୋକଙ୍କ ମଦକୁ ମଧ୍ୟ ପିଇ ଦେଇଥାଏ । ଏତିକି ନୁହେଁ, ଏବେ ଏ ଜୀବର ଏକ ନୂଆ […]

mouse

mouse

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 04:32 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱର୍ଗରେ ଚିତ୍ରଗୁପ୍ତ ଯେବେ ହିସାବ କରୁଥିବେ ଯେ, କେଉଁ ଜୀବ ମାୟା-ମୋହ ବନ୍ଧନଠାରୁ ଦୂରରେ ରହିଛି, ତେବେ ମୂଷାର ନାମ ଆଗରେ ରହିବ । ଏତେ ଭୟାନକ ଜୀବ ବ୍ରହ୍ମାଣ୍ଡରେ କେଉଁଠାରେ ଆପଣ ଦେଖିବାକୁ ପାଇବେନି । ଯେମିତି କାଠ କାଟିଥାଏ, ସେହିପରି କପଡା ମଧ୍ୟ କାଟିଥାଏ । ଯେମିତି ଶୁଖିଲା ରୁଟିକୁ ଖାଇଥାଏ, ଠିକ୍‌ ସେହିପରି ଲୋକଙ୍କ ମଦକୁ ମଧ୍ୟ ପିଇ ଦେଇଥାଏ । ଏତିକି ନୁହେଁ, ଏବେ ଏ ଜୀବର ଏକ ନୂଆ କାରନାମା ସାମ୍‌ନାକୁ ଆସିଛି । ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆସାମର ଏକ ଏସ୍‌ବିଆଇ ଏଟିଏମ୍‌ରୁ ମୂଷା ୧୨ଲକ୍ଷ ଟଙ୍କାକୁ ଛିନ୍‌ଭିନ୍‌ କରି କାଟି ପକାଇଛି ।
ଚିତ୍ରରେ ଦେଖନ୍ତୁ କିପରି ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ଗୁଡିକ ଛିନ୍‌ଭିନ୍‌ ହୋଇ ପଡିରହିଛି ।

ଘଟଣା ଅନୁସାରେ ୧୯ ମେ'ରେ ଏଟିଏମ୍‌ରେ ୨୯ ଲକ୍ଷ ଟଙ୍କା ଡିପୋଜିଟ୍‌ କରାଯାଇଥିଲା । ୧୭ ଲକ୍ଷ ଟଙ୍କା ବାହାରି ସାରିବା ପରେ ଏଥିରେ ୧୨ ଲକ୍ଷ ୩୮ ହଜାର ଟଙ୍କା ଥିଲା ।  ମେ' ୨୦ରେ ଏଟିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହାର ଗେଟ୍‌ରେ ତାଲା ପକାଇ ଦିଆଯାଇଥିଲା । ୧୧ ଜୁନ୍‌ରେ ଏଟିଏମ୍‌କୁ ସଜାଡିବା ପାଇଁ ବ୍ୟାଙ୍କ୍‌ ପକ୍ଷରୁ ମେକାନିକ୍‌ ଆସିଥିଲେ ଏବଂ ୫୦୦ ଓ ୨୦୦୦ ଟଙ୍କା ଗୁଡିକ ଚିରି ହୋଇ ପଡିଥିବାର ଦେଖିଥିଲେ । ତଦନ୍ତ ପରେ ଜଣା ପଡିଥିଲା ଏଟିଏମ୍‌ ବନ୍ଦ ଥିବା ଅବସ୍ଥାରେ ସେଥିରେ ମୂଷା ପଶି ଯାଇଥିଲା । ଏତେ ଦିନ ଧରି ବନ୍ଦ ରହିବା ଭିତରେ ମୂଷା ଟଙ୍କା ଗୁଡିକୁ କାଟି ପକାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story