ରାଜଧାନୀରେ କମୁନି କରୋନା ପ୍ରକୋପ: ପୁଣି ଦିନକରେ ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ୁଥିଲେ ହେଁ ଲୋକମାନେ ବେଫିକର ହୋଇ ବିଭିନ୍ନ ବଜାରରେ ଭିଡ଼ ଜମାଇବାରେ ଲାଗିଛନ୍ତି। ଯାହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତି ଏକ ଘଣ୍ଟାରେ ଦିଲ୍ଲୀରେ କରୋନା ୫ ଜଣଙ୍କ ଜୀବନ ନେଉଛି। […]

d

d

Hemant Lenka
  • Published: Tuesday, 24 November 2020
  • Updated: 24 November 2020, 11:30 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ୁଥିଲେ ହେଁ ଲୋକମାନେ ବେଫିକର ହୋଇ ବିଭିନ୍ନ ବଜାରରେ ଭିଡ଼ ଜମାଇବାରେ ଲାଗିଛନ୍ତି। ଯାହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସ୍ଥିତି ଏପରି ହୋଇଛି ଯେ ପ୍ରତି ଏକ ଘଣ୍ଟାରେ ଦିଲ୍ଲୀରେ କରୋନା ୫ ଜଣଙ୍କ ଜୀବନ ନେଉଛି। ସେହିପରି କ୍ରମାଗତ ୪ର୍ଥ ଦିନ ପାଇଁ ଦିଲ୍ଲୀରେ କରୋନା ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଗତ ୨୪ ଘଣ୍ଟାରେ କରୋନା ୧୨୧ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୪୪୫୪ ଜଣ ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ତେବେ ୨୪ ଘଣ୍ଟାରେ ୭ ହଜାରରୁ ଅଧିକ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ କରୋନା ୪୮୦ ଜଣଙ୍କ ଜୀବନ ନେଇଛି। ଏହା ମଧ୍ୟରୁ କେବଳ ଦିଲ୍ଲୀରେ ୧୨୧ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story