ଦୁଷ୍କର୍ମକୁ ବିରୋଧ କରିବାରୁ ନାବାଳିକାଙ୍କୁ ଜିଅନ୍ତା ଜାଳିଦେଲେ

ହାଇଦ୍ରାବାଦ: ପୁଣିଥରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ୨୬ ବର୍ଷୀୟ ଯୁବକ ତାଙ୍କୁ ଜିଅନ୍ତା ଜାଳିଦେଇଛି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଉଭୟ ନାବାଳିକା ଓ ଅଭିଯୁକ୍ତ ଦଳିତ ସଂପ୍ରଦାୟର। ଅଭିଯୁକ୍ତ ଜଣଙ୍କ ବିବାହିତ ଓ ତା’ର ପତ୍ନୀ ଗର୍ଭବତୀ। ତେଲେଙ୍ଗାନାର ଖାମାଅମ ସହରରେ ଘଟଣାଟି ସେପ୍ଟେମ୍ବର ୧୮ରେ ଘଟିଥିଲା। କିନ୍ତୁ ସୋମବାର ଅର୍ଥାତ ଗତକାଲି […]

cc

cc

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 04:36 PM IST

ହାଇଦ୍ରାବାଦ: ପୁଣିଥରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ୨୬ ବର୍ଷୀୟ ଯୁବକ ତାଙ୍କୁ ଜିଅନ୍ତା ଜାଳିଦେଇଛି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଉଭୟ ନାବାଳିକା ଓ ଅଭିଯୁକ୍ତ ଦଳିତ ସଂପ୍ରଦାୟର। ଅଭିଯୁକ୍ତ ଜଣଙ୍କ ବିବାହିତ ଓ ତା’ର ପତ୍ନୀ ଗର୍ଭବତୀ।

ତେଲେଙ୍ଗାନାର ଖାମାଅମ ସହରରେ ଘଟଣାଟି ସେପ୍ଟେମ୍ବର ୧୮ରେ ଘଟିଥିଲା। କିନ୍ତୁ ସୋମବାର ଅର୍ଥାତ ଗତକାଲି ପୁଲିସ୍‌ ଏ ସମ୍ପର୍କରେ ଜାଣିବାକୁ ପାଇଛି। ଘଟଣାରେ ନାବାଳିକାଟିର ୭୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ସେ ଦୀର୍ଘ ୨୦ ଦିନ ହେଲାଣି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ଏଯାଏ କୌଣସି ଏଫଆଇଆର ରୁଜୁ କରାଯାଇ ନଥିଲା।

ପୀଡ଼ିତା ଜଣଙ୍କ ଅଭିଯୁକ୍ତର ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। ସେପ୍ଟେମ୍ବର ୧୮ରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହାକୁ ପୀଡ଼ିତା ଜଣଙ୍କ ଜୋରଦାର ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ତାଙ୍କୁ କିଏ ହସ୍ପିଟାଲ ଆଣିଲା, ତା’ର ତଥ୍ୟ ପୁଲିସ୍‌ ପାଖରେ ନାହିଁ। ତେବେ କୁହାଯାଉଛି ଯେ ଅଭିଯୁକ୍ତ ଜଣଙ୍କ ହିଁ ପୀଡ଼ିତାଙ୍କୁ ହସ୍ପିଟାଲ ଆଣିଥିଲେ। ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ସୋମବାର ଯାଏ ପୀଡ଼ିତାଙ୍କ ପରିବାର ଏହି ଘଟଣା ଜାଣି ନଥିଲେ। ଏବେ ସେମାନେ ନିଜ ଝିଅ ପାଖରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story