ବିରୋଧ ସତ୍ତ୍ୱେ ନିଟ୍‌ ଓ ଜେଇଇ ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ କଲେ ୧୭ ଲକ୍ଷ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ରାଜନୀତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ବିରୋଧ ସତ୍ତ୍ୱେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ଓ ନିଟ୍‌ ପରୀକ୍ଷାର ପ୍ରସ୍ତୁତିକୁ ଆହୁରି ତ୍ୱାରାନ୍ୱିତ କରିଛି। ବୁଧବାର ରାତିରେ ଏନଟିଏ ପକ୍ଷରୁ ଜେଇଇ ଓ ନିଟ୍‌ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି କରିଛି। ଆଡମିଟ୍‌ କାର୍ଡ ଡାଉନଲୋଡ ପାଇଁ ଲିଙ୍କ ସାର୍ବଜନୀନ ହେବା ପରେ ପ୍ରାୟ ୨୩ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୧୭.୫ ଲକ୍ଷ ପରୀକ୍ଷାର୍ଥୀ ଏହାକୁ ଡାଉନଲୋଡ କରି […]

xc

xc

Hemant Lenka
  • Published: Thursday, 27 August 2020
  • Updated: 27 August 2020, 02:42 PM IST

Sports

Latest News

ନୂଆଦିଲ୍ଲୀ: ରାଜନୀତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ବିରୋଧ ସତ୍ତ୍ୱେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ଓ ନିଟ୍‌ ପରୀକ୍ଷାର ପ୍ରସ୍ତୁତିକୁ ଆହୁରି ତ୍ୱାରାନ୍ୱିତ କରିଛି। ବୁଧବାର ରାତିରେ ଏନଟିଏ ପକ୍ଷରୁ ଜେଇଇ ଓ ନିଟ୍‌ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି କରିଛି। ଆଡମିଟ୍‌ କାର୍ଡ ଡାଉନଲୋଡ ପାଇଁ ଲିଙ୍କ ସାର୍ବଜନୀନ ହେବା ପରେ ପ୍ରାୟ ୨୩ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୧୭.୫ ଲକ୍ଷ ପରୀକ୍ଷାର୍ଥୀ ଏହାକୁ ଡାଉନଲୋଡ କରି ସାରିଛନ୍ତି।

ଏନଇଟି ଚେୟାରମ୍ୟାନ ବିନୀତ ଯୋଶୀ କହିଛନ୍ତି, ଏହି ଡାଉନଲୋଡ ସଂଖ୍ୟାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପରୀକ୍ଷାର୍ଥୀମାନେ କରୋନା ସଂକ୍ରମଣ ଭିତରେ ବି ପରୀକ୍ଷା ଦେବାକୁ ବେଶ ଉତ୍ସକତାର ସହ ଅପେକ୍ଷା କରିଛନ୍ତି। ମେଡିକାଲ ପ୍ରବେଶିକେ ପରୀକ୍ଷା ପାଇଁ ମାତ୍ର ୩ ଘଣ୍ଟାରେ ୪ ଲକ୍ଷରୁ ଅଧିକ ଆଡମିଟ କାର୍ଡ ଡାଉନଲୋଡ ହୋଇଛି। ରାତି ୧୨ଟାରେ ଏନଇଟି ପକ୍ଷରୁ ନିଟ୍‌ ପରୀକ୍ଷା ପାଇଁ ଆବଶ୍ୟକ ଆଡମିଟ କାର୍ଡ ଡାଉନଲୋଡ ଲିଙ୍କ ସାର୍ବଜନୀନ କରାଯାଇଥିଲା।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲିଙ୍କ ବାହାରକୁ ଆସିବାର ୩ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଏହାକୁ ଡାଉନଲୋଡ କରିଥିଲେ। ଆଜି ଦିନ ୧୨ଟା ମଧ୍ୟରେ ଆହୁରି ଅନେକ ଆଶାୟୀ ନିଜର ପରିଚୟପତ୍ର ଡାଉନଲୋଡ କରିଛନ୍ତି। ନିଟ୍‌ ପରୀକ୍ଷା ୧୩ ସେପ୍ଟେମ୍ବରରେ ହେବ।

ସେହିପରି ଇଞ୍ଜନିୟରିଂ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ ୧ରୁ ୬ ସେପ୍ଟେମ୍ବର ଯାଏ ଅନୁଷ୍ଠିତ ହେବ। ଜେଇଇ ପାଇଁ ମୋଟ ୯ ଲକ୍ଷ ୫୩ ହଜାର ପିଲା ପଞ୍ଜୀକରଣ କରିଥିବା ବେଳେ ନିଟ୍‌ ପାଇଁ ୧୫.୯୭ ଲକ୍ଷ ଶିକ୍ଷାର୍ଥୀ ରେଜିଷ୍ଟ୍ରେସନ କରିଛନ୍ତି।

କରୋନା ସଂକ୍ରମଣ ଭିତରେ ଏହି ଦୁଇ ପରୀକ୍ଷା ଆୟୋଜନ ହେବାକୁ ଥିବାରୁ ଅନେକ ଏହାକୁ ବିରୋଧ କରୁଛନ୍ତି। ଏହାକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story