ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ: ରାଜଧାନୀରେ ମୁତୟନ ହେଲେ ଅତିରିକ୍ତ ୧୫ଶହ ଯବାନ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳଦନ ଭୟଙ୍କର ରୂପ ନେବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଏହି ବୈଠକରେ ଆଇବି ମୁଖ୍ୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ଆଜିର ଘଟଣା ବିଷୟରେ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ତଥ୍ୟ ମଗା ଯାଇଛି। ସେହିପରି ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଦ୍ଧସାମରିକ ବାହିନୀକୁ ଆଲର୍ଟରେ ରଖାଯାଇଛି। ଦିଲ୍ଲୀରେ ୧୦ କମ୍ପାନୀ ସିଆରପିଏଫ ଓ ଅନ୍ୟ ୫ କମ୍ପାନୀ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି। ଏହି କମ୍ପାନୀଗୁଡ଼ିକରେ […]

hj

hj

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 06:11 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳଦନ ଭୟଙ୍କର ରୂପ ନେବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଏହି ବୈଠକରେ ଆଇବି ମୁଖ୍ୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ଆଜିର ଘଟଣା ବିଷୟରେ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ତଥ୍ୟ ମଗା ଯାଇଛି।

ସେହିପରି ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଦ୍ଧସାମରିକ ବାହିନୀକୁ ଆଲର୍ଟରେ ରଖାଯାଇଛି। ଦିଲ୍ଲୀରେ ୧୦ କମ୍ପାନୀ ସିଆରପିଏଫ ଓ ଅନ୍ୟ ୫ କମ୍ପାନୀ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି। ଏହି କମ୍ପାନୀଗୁଡ଼ିକରେ ମୋଟ ୧୫ଶହ ଯବାନ ରହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ-ଏନସିଆର ଘଟଣା ଉପରେ ନଜର ରଖିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୁଲିସ୍‌ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହାପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ରାତି ୧୨ଟା ଯାଏ ସିଙ୍ଘୁ, ଗାଜିପୁର, ଟିକରି, ମୁକାରବ ଚୌକ ଓ ନଙ୍ଗଲୋଇ ଭଳି ଅଞ୍ଚଳରେ ଇଣ୍ଟରନେଟ୍ ସେବା ମିଳିବ ନାହିଁ ବୋଲି କୁହାଯାଇଥିଲା।

ସୂଚନା ଅନୁଯାୟୀ, ଅତିରିକ୍ତ ଯବାନ ଲାଲକିଲ୍ଲା ସହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ହୋଇଛନ୍ତି। ସମସ୍ତ ପ୍ରକାରର ସ୍ଥିତି ଉପରେ ନଜର ରଖିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେହି ଯେମିତି ସୁରକ୍ଷା ବଳୟ ଭେଦ କରି ଲାଲକିଲ୍ଲାରେ ପ୍ରବେଶ କରିପାରିବେ ନାହିଁ, ସେଥିପାଇଁ କର୍ଡନ କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story