ଅଣ୍ଡା ଟ୍ରେ ଭାଙ୍ଗି ଯିବାରୁ ୧୬ ବର୍ଷର ବାଳକକୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଅଣ୍ଡା ଉପରେ ଇଟା ପଡ଼ି ଯିବାକୁ କେନ୍ଦ୍ର କରି ଜଣେ ୧୬ ବର୍ଷୀୟ ବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ହତ୍ୟାକାରୀ ହେଉଛି ଜଣେ ୨୨ ବର୍ଷୀୟ ଯୁବକ। ଦିଲ୍ଲୀର ସଙ୍ଗମ ବିହାରରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ପୁଲିସ୍‌ ଏହି ଘଟଣାରେ ୨୨ ବର୍ଷୀୟ ଫାରୁକକୁ ଗିରଫ କରିଛି। ସେ ୧୬ ବର୍ଷୀୟ ମହମ୍ମଦ ଫୈଜାନଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛି। ପୁଲିସ୍‌ ହତ୍ୟାରେ ବ୍ୟବହୃତ ଛୁରୀକୁ […]

egg

egg

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 05:56 PM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡା ଉପରେ ଇଟା ପଡ଼ି ଯିବାକୁ କେନ୍ଦ୍ର କରି ଜଣେ ୧୬ ବର୍ଷୀୟ ବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ହତ୍ୟାକାରୀ ହେଉଛି ଜଣେ ୨୨ ବର୍ଷୀୟ ଯୁବକ। ଦିଲ୍ଲୀର ସଙ୍ଗମ ବିହାରରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ପୁଲିସ୍‌ ଏହି ଘଟଣାରେ ୨୨ ବର୍ଷୀୟ ଫାରୁକକୁ ଗିରଫ କରିଛି। ସେ ୧୬ ବର୍ଷୀୟ ମହମ୍ମଦ ଫୈଜାନଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛି। ପୁଲିସ୍‌ ହତ୍ୟାରେ ବ୍ୟବହୃତ ଛୁରୀକୁ ବି ଜବତ କରିଛି।

ମଙ୍ଗଳବାର ସକାଳେ ଫୈଜାନ ତାଙ୍କ ବାପା ଓ ଭାଇଙ୍କ ସହ ମିଶି ଗୋଟିଏ ଦୋକାନ ଆଗରେ ଇଟା ରଖୁଥିଲେ। ଏହି ସମୟରେ ଦୋକାନ ଆଗରେ ରହିଥିବା ଗୋଟିଏ ଅଣ୍ଡା ଟ୍ରେ ଉପରେ ଇଟା ଖଣ୍ଡ ଖସି ପଡ଼ିଥିଲା। ଏହାକୁ ନେଇ ବେଶ ଯୁକ୍ତିତର୍କ ହୋଇଥିଲା। ତେବେ ଫୈଜାନଙ୍କ ବାପା କ୍ଷତିପୂରଣ ଦେବାକୁ ରାଜି ହେବାରୁ ବିବାଦର ସମାଧାନ ହୋଇଥିଲା।

କିନ୍ତୁ ଏହାର କିଛି ସମୟ ପରେ ଦୋକାନୀ ମାଲିକଙ୍କ ପୁଅ ଫୈଜାନଙ୍କ ଭାଇ ସହ ପୁଣି ଯୁକ୍ତିତର୍କ ଆରମ୍ଭ କରିଥିଲେ। ଫୈଜାନ ତାଙ୍କ ଭାଇଙ୍କୁ ଘଟଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରିବା ବେଳେ ଫାରକୁ ଗୋଟିଏ ଛୁରୀରେ ଆକ୍ରମଣ କରିଥିଲା। ପୂରା ପରିବାର ଆଗରେ ଫାରୁକୁ ଛୁରୀ ଭୁସି ଫୈଜାନଙ୍କୁ ହତ୍ୟା କରିଥିଲା।

ପରିବାର ସଦସ୍ୟଙ୍କ ସହ ଅନ୍ୟମାନେ ଫାରୁକୁକୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ତୁରନ୍ତ ଫୈଜାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story