ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ପରିବାରର ଦୁଇ ସଦସ୍ୟଙ୍କୁ ପଥର ଓ କାଠରେ ପିଟି ମାରିଦେଲେ

କୋରବା: ଛତିଶଗଡ଼ର କରୋବାରେ ଭୟଙ୍କର ଘଟଣା ଘଟିଛି। ଜଣେ ୧୬ ବର୍ଷୀୟ ଝିଅକୁ ୬ ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏଥିସହ ତାଙ୍କ ବାପା ଓ ୪ ବର୍ଷୀୟ ଝିଆରୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ପଥର ଏବଂ କାଠ ଫାଳିଆରେ ପିଟିପିଟି ମାରିଦେଇଛନ୍ତି। ସମସ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ପୁଲିସ୍‌ ଏହି ଘଟଣାରେ ମଙ୍ଗଳବାର ୬ ଜଣଙ୍କୁ ଗିରଫ କରିବା ପୂରା […]

fu

fu

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 10:26 PM IST

Sports

Latest News

କୋରବା: ଛତିଶଗଡ଼ର କରୋବାରେ ଭୟଙ୍କର ଘଟଣା ଘଟିଛି। ଜଣେ ୧୬ ବର୍ଷୀୟ ଝିଅକୁ ୬ ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏଥିସହ ତାଙ୍କ ବାପା ଓ ୪ ବର୍ଷୀୟ ଝିଆରୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ପଥର ଏବଂ କାଠ ଫାଳିଆରେ ପିଟିପିଟି ମାରିଦେଇଛନ୍ତି।

ସମସ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ପୁଲିସ୍‌ ଏହି ଘଟଣାରେ ମଙ୍ଗଳବାର ୬ ଜଣଙ୍କୁ ଗିରଫ କରିବା ପୂରା ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଗଧୁପୋରଡା ଗାଁ ନିକଟରେ ଜାନୁଆରୀ ୨୯ରେ ଘଟିଥିଲା। ତେବେ ଏହା ଗତକାଲି ହିଁ ସର୍ବସମ୍ମୁଖକୁ ଆସିଛି।

କୋରବା ଏସପି ଅଭିଷେକ ମୀନା କହିଛନ୍ତି, ଗିରଫ ୬ ଅଭିଯୁକ୍ତ ହେଲେ ସନ୍ତରାମ ମଜହ୍ୱର, ଅବଦୁଲ ଜାବ୍ରା, ଅନୀଲ କୁମାର ସାରଥୀ, ପ୍ରଦେଶ ରାମ ପଣିକା, ଆନନ୍ଦ ରାମ ପଣିକା ଓ ଉମାଶଙ୍କର ଯାଦବ। ସମସ୍ତଙ୍କ ଘର ସାଟରେଙ୍ଗା ଗାଁରେ। ଗତବର୍ଷ ଜୁନ୍‌ ମାସରୁ ପୀଡ଼ିତାଙ୍କ ବାପା ସନ୍ତରାମଙ୍କ ଘରେ କାମ କରୁଥିଲେ।

ଘଟଣା ଦିନ ସନ୍ତରାମ ପୀଡ଼ିତାଙ୍କ ସହ ତାଙ୍କ ବାପା ଓ ୪ ବର୍ଷର ଝିଆରୀଙ୍କୁ ଧରି ଗାଁକୁ ଛାଡ଼ିବାକୁ ଯାଉଥିଲେ। ତେବେ କୋରାଇ ଗାଁ ନିକଟରେ ସମସ୍ତଙ୍କୁ ଅଟକାଇ ସନ୍ତରାମ ମଦ ପିଇଥିଲା। ଏଠାରେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ତା’ର ଦେଖା ହୋଇଥିଲା। ସମସ୍ତେ ମିଳିତ ଭାବେ ସ୍ଥାନୀୟ ଜଙ୍ଗଲରେ ଥିବା ପାହାଡ଼କୁ ନାବାଳିକାଙ୍କୁ ଟେକି ନେଇଥିଲେ।

ସେଠାରେ ଜଣଙ୍କ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାର ପ୍ରତିବାଦ କରିବାରୁ ସେମାନେ ପ୍ରଥମେ ନାବାଳିକାଙ୍କ ବାପା ଓ ଝିଆରୀଙ୍କୁ ପଥରରେ ଏବଂ କାଠରେ ପିଟିପିଟି ହତ୍ୟା କରିଥିଲେ। ପୀଡ଼ିତାଙ୍କୁ ମଧ୍ୟରେ ଆକ୍ରମଣ କରି ସେଠାରେ ଫୋପାଡ଼ି ଦେଇଥିଲେ। ସମସ୍ତେ ଘରକୁ ନ ଫେରିବାରୁ ଶେଷରେ ପୀଡ଼ିତାଙ୍କ ଭାଇ ମଙ୍ଗଳବାର ପୁଲିସ୍‌ରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଆଣି ଜେରା କରିବା ପରେ ପୂରା ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିଥିଲା। ସେହିପରି ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ପୀଡ଼ିତା ଜଣଙ୍କ ଜୀବନ୍ତ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ତୁରନ୍ତ ପୀଡ଼ିତାଙ୍କୁ ହସ୍ପିଟାଲ ଆଣିବାକୁ ଚେଷ୍ଟା କରିଥିଲେ ହେଁ ଅଧା ବାଟରେ ସେ ଆଖିବୁଜି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story