ଝଡ଼ ନେଇଗଲା ୧୮ ଜୀବନ

ନୂଆଦିଲ୍ଲୀ: ଗତକାଲି ଉତ୍ତରପ୍ରଦେଶରେ ହୋଇଥିବା ଝଡ଼ତୋଫାନରେ ମୃତ୍ୟୁ  ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।  ମଥୁରାରେ ୩ ଜଣ, ଇଟାୱାରେ ୫ ଜଣ, ଫିରୋଜାବାଦ୍‌ରେ ୨ ଜଣଙ୍କ ,  ହାଥରାସର ଜଣେ ଏବଂ କାନପୁର ଦେହାତର ଜଣକର ମୃତ୍ୟୁ ଘଟିଛି।  ଏହା ସହ ୨୭ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।    ସେହିପରି ଝଡ଼ପବନ ଯୋଗୁ ବହୁ ଘର ଦ୍ୱାର ଭାଙ୍ଗି ଯାଇଛି।  ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪ ଲକ୍ଷ […]

f-5555

f-5555

Rakesh Mallick
  • Published: Friday, 11 May 2018
  • Updated: 11 May 2018, 02:10 AM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଉତ୍ତରପ୍ରଦେଶରେ ହୋଇଥିବା ଝଡ଼ତୋଫାନରେ ମୃତ୍ୟୁ  ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।  ମଥୁରାରେ ୩ ଜଣ, ଇଟାୱାରେ ୫ ଜଣ, ଫିରୋଜାବାଦ୍‌ରେ ୨ ଜଣଙ୍କ ,  ହାଥରାସର ଜଣେ ଏବଂ କାନପୁର ଦେହାତର ଜଣକର ମୃତ୍ୟୁ ଘଟିଛି।  ଏହା ସହ ୨୭ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।    ସେହିପରି ଝଡ଼ପବନ ଯୋଗୁ ବହୁ ଘର ଦ୍ୱାର ଭାଙ୍ଗି ଯାଇଛି।  ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪ ଲକ୍ଷ ଟଙ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି।

କାଳ ବୈଶାଖୀ ବର୍ଷା ସହ ପ୍ରବଳ ପବନ ଯୋଗୁଁ ଲଗାତାର କିଛି ଦିନ ଧରି ଉତ୍ତର ଭାରତରେ ପ୍ରକୃତି ତାଣ୍ଡବ ଲୀଳା ରଚିଛି।  ତେବେ ଏପରି ପାଗ ଆହୁରୀ ୨୪ ଘଣ୍ଟା ଧରି ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ।  ଗତ ସପ୍ତାହରେ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉତ୍ତର ଭାରତରେ ଶତାଧିକ ଲୋକଙ୍କ ପ୍ରାଣହାନି ହୋଇଥିଲା  ।  ମୁଖ୍ୟତ‍ଃ ଉତ୍ତରଭାରତରେ ପ୍ରବଳମାତ୍ରାରେ ଘୂର୍ଣ୍ଣି ଝଡ଼ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।  ଗତ ଦୁଇ ତିନି ଧରି ଏହି ଝଡ଼ ତାଣ୍ଡବ ମଚାଇଛି।  ଝଡ଼ ଯୋଗୁଁ ଦିଲ୍ଲୀ, ନୋଏଡା, ଗାଜିୟାବାଦ୍, ହରିୟାଣା ଏବଂ ମିରଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story