ଦଳିତ ବ୍ୟକ୍ତିଙ୍କୁ ବିଷ୍ଠା ଖାଇବାକୁ ବାଧ୍ୟ କରି ଦୁଇ ଗିରଫ

ଥିରୁଭନନ୍ତପୁରମ: ତାମିଲନାଡୁର ଥିରୁମଦୁରାଇ ଗାଁରେ ଏକ ଅଜବ ଘଟଣା ଘଟିଛି। ଜଣେ ଦଳିତ ବ୍ୟକ୍ତିଙ୍କୁ ଦୁଇ ଜଣ ଯୁବକ ମଣିଷ ମଳ ଖାଇବାକୁ ବାଧ୍ୟ କରିବା ସହ ତାଙ୍କ ଉପରେ ପରିଶ୍ରା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ ଖୋଜିବା ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ କାଲ୍ଲାର ସଂପ୍ରଦାୟର ୩ ଜଣ ଯୁବକ ଶକ୍ତିଭେଲ, ରାଜେଶ ଓ […]

sas

sas

Hemant Lenka
  • Published: Wednesday, 08 May 2019
  • Updated: 08 May 2019, 08:08 PM IST

Sports

Latest News

ଥିରୁଭନନ୍ତପୁରମ: ତାମିଲନାଡୁର ଥିରୁମଦୁରାଇ ଗାଁରେ ଏକ ଅଜବ ଘଟଣା ଘଟିଛି। ଜଣେ ଦଳିତ ବ୍ୟକ୍ତିଙ୍କୁ ଦୁଇ ଜଣ ଯୁବକ ମଣିଷ ମଳ ଖାଇବାକୁ ବାଧ୍ୟ କରିବା ସହ ତାଙ୍କ ଉପରେ ପରିଶ୍ରା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ ଖୋଜିବା ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ କାଲ୍ଲାର ସଂପ୍ରଦାୟର ୩ ଜଣ ଯୁବକ ଶକ୍ତିଭେଲ, ରାଜେଶ ଓ ରାଜକୁମାର ପୀଡ଼ିତ ପି କୋଲିମାଲାଇ ଘରକୁ ଯାଉଥିବା ବେଳେ ତାଙ୍କୁ ଅଟକାଇ ଥିଲେ। ଏହାପରେ ସେମାନେ ପ୍ରଥମେ କୋଲିମାଲାଇଙ୍କୁ ମାଡ଼ ମାରିଥିଲେ। ଏକ ମନ୍ଦିର କାର୍ଯ୍ୟକ୍ରମକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହି ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତମାନେ କୋଲିମାଲାଇଙ୍କୁ ଆକ୍ରମଣ କରିଥିଲେ। ପରେ ସେମାନେ ରାସ୍ତାରେ ପଡ଼ିଥିବା ମଣିଷ ମଳକୁ ଖାଇବାକୁ ତାଙ୍କୁ ବାଧ୍ୟ କରିବା ସହ କୋଲିମାଲାଇଙ୍କ ଉପରେ ପରିଶ୍ରା କରିଥିଲେ। ଏହି ଘଟଣାକୁ ନେଇ କୋଲିମାଲାଇ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ୍‌ ରାଜେଶ ଓ ଶକ୍ତିଭେଲଙ୍କୁ ଗିରଫ କରିଛି। ରାଜକୁମାର ଏବେ ବି ଫେରାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story