ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ୨ ମୃତ, ୧୫ ହସ୍ପିଟାଲରେ ଭର୍ତ୍ତି

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଭାରତୀୟ କୃଷି ଫର୍ଟିଲାଇଜର କୋପୋରେଟିଭ ଲଃ (ଆଇଏଫଏଫସିଓ)ର ଫୁଲପୁର ୟୁନିଟରେ ଆଜି ମଙ୍ଗଳବାର ବିଳମ୍ବିତ ରାତିରେ ଭୟଙ୍କର ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଦୁଇ ଜଣ ଉକ୍ତ ପ୍ଲାଣ୍ଟରେ କାମ କରୁଥିଲେ। ସେମାନେ ହେଲେ ଭିପି ସିଂହ ଓ ଅଭୟନନ୍ଦନ କୁମାର। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫ ଜଣଙ୍କ […]

fd

fd

Hemant Lenka
  • Published: Wednesday, 23 December 2020
  • Updated: 23 December 2020, 12:49 PM IST

Sports

Latest News

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଭାରତୀୟ କୃଷି ଫର୍ଟିଲାଇଜର କୋପୋରେଟିଭ ଲଃ (ଆଇଏଫଏଫସିଓ)ର ଫୁଲପୁର ୟୁନିଟରେ ଆଜି ମଙ୍ଗଳବାର ବିଳମ୍ବିତ ରାତିରେ ଭୟଙ୍କର ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୃତକ ଦୁଇ ଜଣ ଉକ୍ତ ପ୍ଲାଣ୍ଟରେ କାମ କରୁଥିଲେ। ସେମାନେ ହେଲେ ଭିପି ସିଂହ ଓ ଅଭୟନନ୍ଦନ କୁମାର। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।

ବର୍ତ୍ତମାନ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଯାଇଛି ଓ ୟୁନିଟକୁ ଅସ୍ଥାୟୀ ଭାବେ ତାଲା ପକା ଯାଇଛି। ପାଇପ ଫାଟିବା ଯୋଗୁ ଗ୍ୟାସ ଲିକ୍‌ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଗ୍ୟାସ ଲିକ୍‌ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାରର ରିଲିଫ ଯୋଗାଇ ଦିଆଯାଇଥିବା ପ୍ରାୟଗରାଜ ଡିଏମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story