ଦୁର୍ଘଟଣା ପରେ ଜଳିଗଲା ବିମାନ, ୨ ମୃତ

ମସ୍କୋ: ରୁଷର ଏକ ଯାତ୍ରୀବାହୀ ବିମାନ ସର୍ବିୟାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନଟି ଜରୁରୀ ଅବତରଣ କରୁଥିବା ବେଳେ ନିକଟସ୍ଥ ଏକ ବିଲଡିଂରେ ମାଡ଼ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଥିଲେ। ଏହି ଦୁର୍ଘଟଣାରେ ୨ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ତେବେ ବିମାନରେ ଥିବା ଜଣେ ଶିଶୁଙ୍କ ସମେତ ୪୩ ଜଣ ଯାତ୍ରୀ ଅଳ୍ପେକ ରକ୍ଷା ପାଇ ଯାଇଛନ୍ତି। ଏଏନ୍‌-୨୪ ନାମକ ବିମାନଟି ସର୍ବିୟାର ଉଲାନ-ଉଡେରୁ ଉଡ଼ାଣ ଭରିଥିଲା। ତେବେ ମଝି ଆକାଶରେ ବିମାନଟି […]

e

e

Hemant Lenka
  • Published: Thursday, 27 June 2019
  • Updated: 27 June 2019, 01:17 PM IST

Sports

Latest News

ମସ୍କୋ: ରୁଷର ଏକ ଯାତ୍ରୀବାହୀ ବିମାନ ସର୍ବିୟାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନଟି ଜରୁରୀ ଅବତରଣ କରୁଥିବା ବେଳେ ନିକଟସ୍ଥ ଏକ ବିଲଡିଂରେ ମାଡ଼ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଥିଲେ। ଏହି ଦୁର୍ଘଟଣାରେ ୨ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ତେବେ ବିମାନରେ ଥିବା ଜଣେ ଶିଶୁଙ୍କ ସମେତ ୪୩ ଜଣ ଯାତ୍ରୀ ଅଳ୍ପେକ ରକ୍ଷା ପାଇ ଯାଇଛନ୍ତି।

ଏଏନ୍‌-୨୪ ନାମକ ବିମାନଟି ସର୍ବିୟାର ଉଲାନ-ଉଡେରୁ ଉଡ଼ାଣ ଭରିଥିଲା। ତେବେ ମଝି ଆକାଶରେ ବିମାନଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏହି କାରଣରୁ ବିମାନଟି ନିଜନେନଗ୍ରାସ୍କ ଠାରେ ଜରୁରୀ ଅବତରଣ କରିବାକୁ ଚାହିଁଥିଲା।

କିନ୍ତୁ ଅବତରଣ ବେଳେ ବିମାନଟି ନିକଟସ୍ଥ ଏକ କୋଠାରେ ମାଡ଼ ହୋଇଥିଲା। ମାଡ଼ ହେବା କ୍ଷଣି ଏଥିରେ ନିଆଁ ଲାଗିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଉଦ୍ଧାରକାରୀ ଦଳ ତୁରନ୍ତ ଯାତ୍ରୀଙ୍କୁ ଉକ୍ତ ଜଳନ୍ତା ବିମାନରୁ ସୁରକ୍ଷିତ ବାହାରକୁ ବାହାର କରିଦେଇଥିଲେ।  କିନ୍ତୁ ୨ ଜଣ କ୍ରୁ ସଦସ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏବେ ସର୍ବିୟା ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story