ବନିହାଲ ଆକ୍ରମଣ ଘଟଣାରେ ଦୁଇ ଆତଙ୍କବାଦୀ ଗିରଫ

କାଶ୍ମୀର: ବନିହାଲ ଆକ୍ରମଣ ଘଟଣାରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ।  ଜାମ୍ମୁ-କାଶ୍ମୀରର ବନିହାଲରେ ଏସ୍ଏସ୍‌ବି ପାଟ୍ରୋଲିଂ ପାର୍ଟି ଉପରେ ଗତ ବୁଧବାର ଦିନ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ। ଏହା ପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଗିରଫ ଦୁଇ ଆତଙ୍କବାଦୀ ହେଲେ ଗଗନ୍‌ଫର ଓ ଆରିଫ୍। ସେମାନଙ୍କ ନିକଟରୁ ରାଇଫଲ ଓ ଗୋଳାବାରୁଦ ମଧ୍ୟ ଜବତ ହୋଇଛି। […]

banihal-encounter-759

banihal-encounter-759

Rakesh Mallick
  • Published: Friday, 22 September 2017
  • Updated: 22 September 2017, 08:05 PM IST

Sports

Latest News

କାଶ୍ମୀର: ବନିହାଲ ଆକ୍ରମଣ ଘଟଣାରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ।  ଜାମ୍ମୁ-କାଶ୍ମୀରର ବନିହାଲରେ ଏସ୍ଏସ୍‌ବି ପାଟ୍ରୋଲିଂ ପାର୍ଟି ଉପରେ ଗତ ବୁଧବାର ଦିନ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ। ଏହା ପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା।

ଗିରଫ ଦୁଇ ଆତଙ୍କବାଦୀ ହେଲେ ଗଗନ୍‌ଫର ଓ ଆରିଫ୍। ସେମାନଙ୍କ ନିକଟରୁ ରାଇଫଲ ଓ ଗୋଳାବାରୁଦ ମଧ୍ୟ ଜବତ ହୋଇଛି। ଆକ୍ରମଣରେ ସାମିଲ ଥିବା ତୃତୀୟ ଆତଙ୍କବାଦୀକୁ ଖୋଜା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story