ବନିହାଲ ଆକ୍ରମଣ ଘଟଣାରେ ଦୁଇ ଆତଙ୍କବାଦୀ ଗିରଫ

କାଶ୍ମୀର: ବନିହାଲ ଆକ୍ରମଣ ଘଟଣାରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ।  ଜାମ୍ମୁ-କାଶ୍ମୀରର ବନିହାଲରେ ଏସ୍ଏସ୍‌ବି ପାଟ୍ରୋଲିଂ ପାର୍ଟି ଉପରେ ଗତ ବୁଧବାର ଦିନ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ। ଏହା ପରେ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା।

ଗିରଫ ଦୁଇ ଆତଙ୍କବାଦୀ ହେଲେ ଗଗନ୍‌ଫର ଓ ଆରିଫ୍। ସେମାନଙ୍କ ନିକଟରୁ ରାଇଫଲ ଓ ଗୋଳାବାରୁଦ ମଧ୍ୟ ଜବତ ହୋଇଛି। ଆକ୍ରମଣରେ ସାମିଲ ଥିବା ତୃତୀୟ ଆତଙ୍କବାଦୀକୁ ଖୋଜା ଚାଲିଛି।

ଆହୁରି ପଢ଼ନ୍ତୁ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ

ଚାଇନାକୁ ବ୍ରିଟେନ ଝଟ୍‌କା: ଦେଶରେ ବ୍ୟାନ୍‌ ହେଲା ହୁୱେଇ

‘ରାମ ରାମ’: ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ସଚିନ ପାଇଲଟ

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

ବିଜେପି ମୁଖ୍ୟାଳୟରେ ପଶିଲା କରୋନା, ୨୦ରୁ ଅଧିକ ଆକ୍ରାନ୍ତ

୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ

ଏହି ରାଜ୍ୟର ବିଜେପି ମୁଖ୍ୟଙ୍କୁ କରୋନା, କ୍ୱାରେଣ୍ଟାଇନରେ ରାମ ମାଧବ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର

ହସ୍ପିଟାଲରେ ଆଉ କେତେ ଦିନ ରହିବେ ବିଗ ବି ଓ ଅଭିଷେକ ବଚ୍ଚନ

୪ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଏକାକରି ସବୁଦିନ ପାଇଁ ଚାଲିଗଲେ କରୋନା ଯୋଦ୍ଧା