ବିଷାକ୍ତ ମଦ ପିଇ ୨୧ ମୃତ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଅମୃତସର: ଆନ୍ଧ୍ର ପ୍ରଦେଶ ପରେ ପଞ୍ଜାବରୁ ଆସିଛି ଦୁଃଖଦ ଖବର। ପଞ୍ଜାବରେ ବିଷାକ୍ତ ଓ ନକଲି ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ସୂଚନା ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ପଞ୍ଜାବର ବିଭିନ୍ନ […]

td

td

Hemant Lenka
  • Published: Friday, 31 July 2020
  • Updated: 31 July 2020, 04:47 PM IST

ଅମୃତସର: ଆନ୍ଧ୍ର ପ୍ରଦେଶ ପରେ ପଞ୍ଜାବରୁ ଆସିଛି ଦୁଃଖଦ ଖବର। ପଞ୍ଜାବରେ ବିଷାକ୍ତ ଓ ନକଲି ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି।

ସୂଚନା ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ପଞ୍ଜାବର ବିଭିନ୍ନ ରାଜ୍ୟରେ ଏତେ ସଂଖ୍ୟକ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଅମୃତସର, ବାଟଲା ଓ ତରନ ତାରନ ଜିଲ୍ଲାରେ ୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜଲନ୍ଧରର ଡିଭିଜନାଲ କମିଶନର ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ଜୁଲାଇ ୨୯ ରାତିରେ ପ୍ରଥମେ ଅମୃତସରର ମୁଛୁଲା ଓ ଟଙ୍ଗରାରେ ପ୍ରଥମେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜୁଲାଇ ୩୦ରେ ପୁଣି ମୁଛୁଲାରେ ୨ ଜଣଙ୍କ ଜୀବନ ଯାଇଥିଲା। ସେହିପରି ଜଣଙ୍କୁ ଶ୍ରୀ ଗୁରୁ ରାମଦାସ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ବି ମୃତ୍ୟୁ ଘଟିଥିଲା।

ପୁଣିଥରେ ୨ ଜଣ ମୁଛୁଲାରେ ଓ ୨ ଜଣ ବାଟଲା ସହରରେ ପ୍ରାଣ ହରାଇଥିଲେ। ଆଜି ପୁଣିଥରେ ୫ ଜଣ ବାଟଲା ସହରରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଏଭଳି ଭାବେ ମୋଟ ୨୧ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story